Latest Odisha News

BREAKING NEWS

Yearly Archives

2023

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା…

କୋଟିପତି ବୃଦ୍ଧ ନାବାଳିକାଙ୍କୁ କଲେ ବିବାହ , ମା’ ଓ ମାଉସୀଙ୍କୁ ଦେଇଥିଲେ ଉଚ୍ଚପଦରେ ଚାକିରି

ନୂଆଦିଲ୍ଲୀ: ଜଣେ କୋଟିପତି ବୃଦ୍ଧ ନିକଟରେ ଜଣେ ନାବାଳିକାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି । କେବଳ ସେତିକି ନୁହେଁ, ବିବାହ ପୂର୍ବରୁ ବୃଦ୍ଧ ଜଣକ ନାବାଳିକାଙ୍କ ମାଆ ଓ ମାଉସୀଙ୍କୁ ଉଚ୍ଚପଦବୀରେ ଦେଇଛନ୍ତି ଚାକିରି । ବୃଦ୍ଧ ଜଣକ ଏମିତି ସେମିତି ଲୋକ ନୁହଁନ୍ତି, ସେ ବ୍ରାଜିଲର ମେୟର ।…

ଟ୍ରେନ ରହଣି ଦାବି ନେଇ ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ରେଳ ରୋକ ଅନ୍ଦୋଳନ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି। ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ…

ପର୍ଯ୍ୟାପ୍ତ ପଦକ୍ଷେପ ନଥିବାରୁ ଆକୃତିହୀନ ପଥର ସ୍ତୁପରେ ପରିଣତ ହୋଇପାରେ କୋଣାର୍କ

ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇନଟାକ (INTACH) ଏବଂ କେପିଏଚ୍ ଟ୍ରଷ୍ଟ (KHPT)ର ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଦଶନ୍ଧିରେ ଉଭୟ ଇନଟାକ ଏବଂ କେଏଚପିଟି କୋଣାର୍କ ଓ ଏହାର ସଂରକ୍ଷଣ ପ୍ରସଙ୍ଗରେ ଅନେକ ବୈଠକ ଏବଂ ସେମିନାର କରାଯାଇଛି।…

ନୂଆପଡାରେ ୭ ବର୍ଷର ଶିଶୁକୁ ଝାମ୍ପିନେଲା ବାଘ

ନୂଆପଡା: ନୂଆପଡାରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ରେଞ୍ଜ ଧରମବନ୍ଧା ଥାନା କଟିଙ୍ଗପାଣି ଗାଁ ଗୌଧସପଡାରେ । ଖବରମୁତାବକ, ଗୌଧସପଡାର ହୁମନ ମାଝୀଙ୍କ ୭ ବର୍ଷର ପୁଅ ଡମ୍ବରୁ ମାଝୀକୁ ଆଜି ସନ୍ଧ୍ୟାରେ…

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ…

ଛତିଶଗଡ ନିର୍ବାଚନ-୨୦୨୩: ଖୈରାଗଡରେ ପ୍ରିୟଙ୍କାଙ୍କ ୮ଟି ବଡ ପ୍ରତିଶ୍ରୁତି

ରାୟପୁର: ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଛତିଶଗଡରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର । ଏଭଳି ପରିସ୍ଥିତିରେ ଛତିଶଗଡରେ ଜିତିବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ଦିନରେ ଦୁଇ ଦିନିଆ ଛତିଶଗଡ ଗସ୍ତରେ…

ରାୟଗଡ଼ା ଓ ଝାରସୁଗୁଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ; ବିକାଶମୂଳକ ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ଇସ୍ତଫା ଦେଲେ ଇଞ୍ଜାମାମ ଉଲ ହକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ପାଇଁ କିଛି ବି ଠିକ ହେଉ ନାହିଁ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଅନ୍ୟ ଟିମର ପ୍ରଦର୍ଶନ ଏବଂ ଭାଗ୍ୟ ଭରୋଷାରେ ଦଳ ସେମିଫାଇନାଲ ପ୍ରବେଶ ଆଶାରେ ରହିଛି । ଇତି ମଧ୍ୟରେ…