Latest Odisha News

BREAKING NEWS

Yearly Archives

2023

ଆକ୍ସନ ମୋଡରେ ଅବକାରୀ ବିଭାଗ: ନାବାଳିକା ଥିଲେ ଫସିବେ ବାର୍ ମାଲିକ

ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ  । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ  । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ  । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ  । ଭୁବନେଶ୍ବରର ସବୁ ଡ୍ୟାନ୍ସ  ବାରରେ ରେଡ୍ ହେବ…

ଥଣ୍ଡା ଦୂର କରେ ପିପ୍ପଳୀ, ଜାଣନ୍ତୁ ଏହାକୁ ସେବନ କରିବାର ପଦ୍ଧତି…

ଭୁବନେଶ୍ଵର: ଭାରତୀୟ ମାନଙ୍କ ରୋଷେଇ ଘରେ ପିପ୍ପଳୀ ମସଲା ଭାବରେ ବ୍ୟବହୃତ ହୁଏ | ଏହା କେବଳ ଖାଦ୍ୟରେ ସ୍ୱାଦ ବଢ଼ାଏ ନାହିଁ, ବରଂ ଏହାକୁ ପୁଷ୍ଟିକର ମଧ୍ୟ ବନେଇଥାଏ | ଏହାର ନିୟମିତ ସେବନ ଶରୀରକୁ ଅନେକ ରୋଗ ଏବଂ ସମସ୍ୟାରୁ ଦୂରେଇ ରଖେ | ଏହା ଶରୀର ପାଇଁ ରାମବାଣ ସଦୃଶ୍ୟ ବିବେଚନା କରାଯାଏ | …

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏନେଇ ଅଧିସୂଚନା ଜାରି କଲା କେନ୍ଦ୍ର ସରକାର। ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ଅଧିନିୟମ ୨୦୨୩ କୁ ଲାଗୁ କରିବା ପାଇଁ ଏକ ନୋଟିଫିକେସନ୍…

ପୁରୀ ସମୁଦ୍ରରେ ଅଘଟଣ: ଗାଧୋଉଥିବା ବେଳେ ବୁଡ଼ି ଗଲେ ପରିବାରର ୫ ସଦସ୍ୟ

ପୁରୀ; ପୁରୀ ବେଳାଭୂମୀରେ ପୁଣି ଅଘଟଣ। ସମୁଦ୍ରରେ ବୁଡିଗଲେ ପରିବାରର ୫ ସଦସ୍ୟ । ବୁଡିଯାଉଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ସୂଚନା ଅନୁସାରେ, ଆଜି ଦିନ ୧୧.୩୦ ବେଳେ ସେକ୍ଟର ୯ ବେଳାଭୂମିରେ ଗାଧୋଉଥିବା ବେଳେ ଏକ ବଡ ଲହଡି କାରଣରୁ ବୁଡ଼ିଯାଉଥିଲେ ଗୋଟିଏ…

ଅଜାଙ୍କ ଦଶାହ କର୍ମ ହେଲା କାଳ: ନଦୀରେ ବୁଡି ଦୁଇ ନାତି ମୃତ

ସୋର: ଅଜାଙ୍କ ଦଶାହରେ ସଲିଳ ସମାଧି  । ଦଶକର୍ମ ପରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ । ମୃତକ ମାନେ କୁଲୁଆ ପାଢୀ ଏବଂ ଚନ୍ଦନ କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ…

ତିରୁପତିରେ ହୃଦୟ ବିଦାରକ ଘଟଣା: ୬ ବର୍ଷର ଶିଶୁକୁ ଖାଇଲା ଚିତା

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କୁ  ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା…

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ…

ଇଞ୍ଜିନ କାମ ନକଲେ ବି ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ: ଇସ୍ରୋ ଅଧ୍ୟକ୍ଷ

ଦିଲ୍ଲୀ: ମୁନ୍ ମିଶନରେ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି  । ୨୩ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି । ଏସବୁ ପ୍ରକ୍ରିୟା ଭିତରେ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏକ ବଡ ବୟାନ ଦେଇଛନ୍ତି । ଏଥର ଯେକୌଣସି…

ଡାକ୍ତରଖାନାରେ ମିଳିଲାନି ଷ୍ଟ୍ରେଚର; ସ୍ତ୍ରୀଙ୍କୁ କାନ୍ଧରେ ବୋହି ନେଲେ ବୃଦ୍ଧ ସ୍ୱାମୀ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଅଭାବନୀୟ ଘଟଣା l ମିଳିଲାନି ଷ୍ଟ୍ରେଚର କି ହୁଇଲଚେୟାର ।  କାନ୍ଧରେ ଅସୁସ୍ଥ ସ୍ତ୍ରୀକୁ ବୋହିନେଲେ ସ୍ଵାମୀ । ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶ ର ୬୫ବର୍ଷୀୟା କାଲାବାଇ l ବୃଦ୍ଧାଜଣକୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ…

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ର ଗୃହମନ୍ତ୍ରୀ ପଦକ’

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା। କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଦୁଇ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ।…