Latest Odisha News

BREAKING NEWS

Yearly Archives

2023

ଚାଲିଥିଲା ପାର୍ଥନା, ଭୁଷୁଡିଲା ମସଜିଦ କୋଠା: ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଅବୁଜା: ପ୍ରାର୍ଥନା ସମୟରେ ଭୁଶୁଡିଲା ମସଜିଦ କୋଠା । ଅକାଳରେ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ଗତକାଲି ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ଘଟିଛି ଏହି ଅଘଟଣ । ଅଘଟଣ ସମୟରେ ୧୦୦ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ତେବେ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ…

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ

ପୁରୀ: ପୁଣି ପୁରୀରେ ଅପରାଧୀଙ୍କ ଚାଲିଛି ଆତଙ୍କ ରାଜ। ଶୁକ୍ରବାର ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ନୂଆପାଟଣା ଲେନର ସନ୍ତୋଷ କୁମାର ରାଉତ ଗୁରୁତର ଭାବେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ…

ଗୁଗଲର ଆଲର୍ଟ ମେସେଜ୍; ଅପଡେଟ୍‌ ନକଲେ ଡି-ଆକ୍ଟିଭ ହୋଇଯିବ ଜିମେଲ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଆସିଲା ଆଲର୍ଟ ମେସେଜ୍। ଏଣିକି ଜିମେଲ୍ ଆକାଉଣ୍ଟ ଅପଡେଟ୍‌ ନକଲେ ହୋଇଯିବ ଡି-ଆକ୍ଟିଭ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ…

ଶାକାହାରୀଙ୍କୁ ବ୍ରେନ୍ ଷ୍ଟ୍ରୋକ ଆଶଙ୍କା ଅଧିକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୁଆଦିଲ୍ଲୀ: ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଡାକ୍ତମାନେ କହନ୍ତି ଯେ, ସର୍ବଦା ଭିଟାମିନ, ମିନେରାଲ୍ସ , ପ୍ରୋଟିନ, ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ କିଛି ଲୋକ ଆଜି ବି ଅଛନ୍ତି ଯେଉଁମାନେ କି ଶୁଦ୍ଧ ଶାକାହାରୀ ଅଟନ୍ତି । ତେବେ ଏକ ଅନୁସନ୍ଧାରୁ…

ମଣିପୁରରେ ପୁଣି ଗଣଦୁଷ୍କର୍ମ ଅଭିଯାଗ: ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ

ଇମ୍ପାଲ: ବିଗତ ୩ ମାସ ହେଲା ମଣିପୁରରେ ହିଂସା ଥମୁନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ମଣିପୁରର ପ୍ରାୟ ୫ଟି ଜିଲ୍ଲାରେ ଶହ ଶହ ମହିଳା…

ଥାନାରେ ରାଜାଘର କଳି: ଟାଉନ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି  । ବଲାଙ୍ଗୀର ପ୍ୟାଲେସ୍ ଆସିବାକୁ ଅଦ୍ରିଜା ପୋଲିସ ସୁରକ୍ଷା…

ଆନ୍ତର୍ଜାତୀୟ ଯୁବ ଦିବସ: ଜାଣନ୍ତୁ କ’ଣ ରହିଛି ଏବର୍ଷର ଥିମ୍…

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ । ଏହି ଦିବସ ସରକାର ଓ…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର; ଜଣେ ସିଆରପିଏଫ୍ ଯବାନ ସହିଦ, ୧୧ଟି ମାଓବାଦୀ ବଙ୍କର ଚିହ୍ନଟ

ଝାଡ଼ଖଣ୍ଡ: ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟ ଏନକାଉଣ୍ଟର। ଉକ୍ତ ଏନକାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ…

ଅଭିନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ , ଗଣିବେ ୫ହଜାର ଟଙ୍କାର ଜୋରିମାନା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ତାଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ୬ମାସର ଜେଲ୍ ଦଣ୍ଡାଦେଶ । ଅଭିନେତ୍ରୀଙ୍କ ସହ ତାଙ୍କର ବିଜନେସ ପାର୍ଟନର ରାମ କୁମାର ଓ ରାଜା ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଜୟାଙ୍କୁ ଜେଲ୍ ଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ଚେନ୍ନାଇର…

ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କୀ ହମଲା ଷଡଯନ୍ତ୍ର: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସୁଛି ସ୍ବାଧୀନତା ଦିବସ  । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲଗାତାର ଭାବେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲାଲକିଲ୍ଲାକୁ ପୁରା ଘେରାବନ୍ଦୀ କରାଯାଇଛି  । ଏହାରି ମଧ୍ୟରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କୀ ହମଲା…