Latest Odisha News

BREAKING NEWS

Yearly Archives

2024

ନୀଳଗିରିରେ ନୂଆ ଲଢେଇ

ଭୁବନେଶ୍ୱର: ସେଇ ନେତା, ନୂଆ ଦଳ । ଚବିଶ ନିର୍ବାଚନରେ ଶେଷ ଯାଏଁ ଝୁଲି ରହିଥିଲା ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା। ପରସ୍ପର ମଧ୍ୟରେ ଛକାପଞ୍ଝା ସହ ଘୁଞ୍ଚି ଘୁଞ୍ଚି ଚାଲିଥିଲା ନୀଳଗିରି ଟିକେଟ୍ ଘୋଷଣା । ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍…

ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ। ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ କରିଛି ବନବିଭାଗ। ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ଏବଂ ୪ ଗୋଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ.।…

ଫୋକସରେ ୬ ଲୋକସଭା, ୪୨ ବିଧାନସଭା: ଶେଷ ପର୍ଯ୍ୟାୟରେ ଶେଷ ସ୍ପର୍ଶ ଦେବାକୁ ନେତାଙ୍କ ପ୍ରୟାସ

ଭୁବନେଶ୍ୱର: ଜୁନ ୧ରେ ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ହେବ। ୧୪୭ ଲୋକସଭା ଏବଂ ୨୧ ଲୋକସଭା ଆସନ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିର୍ବାଚନ ସରିଥିବା ସ୍ଥାନର ନେତାଙ୍କୁ ଆଣି ଜୋରଦାର ପ୍ରଚାର କରୁଛନ୍ତି ନେତା। ବାଂଲାଦେଶରେ ବାତ୍ୟା ପାଇଁ ଓଡ଼ିଶାରେ ଉପକୂଳରେ ପାଗ ଟିକିଏ ଖରାପ…

ଆଘାତ ସମସ୍ୟାରେ ଭାରତର ଷ୍ଟାର ଆଥଲେଟ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଚ ଚୋପ୍ରା ମାଂସପେଶୀଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ଭାରତର ପ୍ରଥମ ଆଥଲେଟ ଭାବେ ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଘାତ ସମସ୍ୟା ଯୋଗୁ ଏବେ ସେ ଓଷ୍ଟ୍ରଭା ଗୋଲ୍ଡେନ ସ୍ପାଇକ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଆଗକୁ…

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

ଜଗଦ୍ଦେବଙ୍କୁ ନେଇ ଜୋରଦାର ରାଜନୀତି, ଏସପି କହିଲେ ହେବ ସିସିଟିଭି ଚେକିଂ

ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଷଡଯନ୍ତ୍ର ବୋଲି ଦର୍ଶାଇ ସୋମବାର ବିଜେପି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା…

ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଏଥର ନିର୍ଦ୍ଧାରଣ କରାଯାଇ ପାରିବ କି ଜୀବର ଲିଙ୍ଗ

ନୂଆଦିଲ୍ଲୀ: ୟୁନିଭରସିଟି ଅଫ ଗ୍ରେନେଡାର କେତେକ ଜେନେଟିକ୍ସ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରିଛନ୍ତି । ସେମାନେ ଏକ ମୂଷାର ଲିଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି । ୱାଇ କ୍ରୋମଜୋମରେ କିଛି ଛୋଟ ଛୋଟ କଣିକାକୁ ହଟେଇ ସେମାନେ ଏହି ଲିଙ୍ଗ ପରିବର୍ତନ କରାଇ ପାରିଛନ୍ତି । ଏହି ଛୋଟ ଛୋଟ…

ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ

ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ ଏଯାବତ୍ ୧୧ ଜଣ ପ୍ରାଣ ହରାଇଲେଣି । ଏବେ କିନ୍ତୁ ବର୍ଷାରୁ ନିସ୍ତାର ନାହିଁ ବୋଲି କହିଛି…

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ…

ମାଟ୍ରିକ ପରିକ୍ଷାରେ କମ୍ ମାର୍କ ଆସିବାରୁ ବିଷ ଖାଇଲେ ଛାତ୍ର

ମୟୁରଭଞ୍ଜ: ବାହାରିଛି ଚଳିତ ବର୍ଷର ମାଟ୍ରିକ ପରିକ୍ଷା ଫଳ । ଚଳିତ ବର୍ଷ ୯୬.୦୭% ରହିଛି ପାସ୍ ହାର । ଗୋଟେପଟେ ଭଲ ମାର୍କ ରଖିଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ଥିବା ବେଳେ ସେପଟେ ବାଲେଶ୍ଵରରୁ ଆସିଛି ଦୁଃଖଦ ଖବର । ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ଵର ଆସିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି…