ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା
ପାଟନା: ଆରମ୍ଭ ହୋଇଛି ହଜ ଯାତ୍ରା ।ରବିବାର ଦିନ ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୨୦ହଜ୍ ତୀର୍ଥଯାତ୍ରୀ ଦୁଇଟି ଭିନ୍ନ ବିମାନରେ ଯାଇଛନ୍ତି ।ଏହି ହଜ୍ ଯାତ୍ରା ଜୁନ୍ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,ଯେଉଁଥିରେ ଜିଲାର ପ୍ରାୟ ୧୦୮୩…