Latest Odisha News

BREAKING NEWS

Yearly Archives

2024

ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲ ପ୍ଲେ ଅଫ ଦୌଡରୁ ବାଦ ପଡିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଆଲୋଚନା ଜୋର ଧରିଛି । ଆଗାମୀ ସଂସ୍କରଣ ପୂର୍ବରୁ ମେଗା ନିଲାମ ହେବ । ଧୋନୀଙ୍କ ଅବସର ସମ୍ପର୍କରେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ,…

ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି । ହାଇଦ୍ରାବାଦର ଦୁଇ ଷ୍ଟାର ଓପନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଫେଲ…

ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ହୋଇଛି । ତେଣୁ ଅନେକ ଲୋକ ମାନି ନେଇଛନ୍ତି ଯେ, ଦେଶରୁ କରୋନା ସଂକ୍ରମଣ ଶେଷ ହୋଇଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଏହାକୁ ନେଇ ପୁଣିତରେ ଭୟ ସୃଷ୍ଟି କରିଛି । କାରଣ ବର୍ତ୍ତମାନ କରୋନାର ଦୁଇ ନୂଆ ଭାରିଆଣ୍ଟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି (ବୁଧବାର) ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରେ ଘନୀଭୂତ…

ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନ ମାହୋଲ । ଆଉ ଏହାରି ଭିତରେ ଦିନ କୁ ଦିନ ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଅଡୁଆ । ରାହୁଲଙ୍କୁ ମହଙ୍ଗା ପଡିଲା ଅମିତ ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ । ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି…

ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିଜେପି ଚଳିତ ନିର୍ବାଚନରେ ୪୦୦ ପାରର ନାରା ଦେଇଛି। ଅର୍ଥାତ ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ନାରା ଦେଇଛି। କିନ୍ତୁ ଏହି ନାରା ପୂରଣ ହେବନି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି…

ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରୁ ନକଲି ଚାବି ବ୍ୟବହାର କରି କିଛି ଚୋରି ହୋଇନାହିଁ। ଏହା ଭିକେ ପାଣ୍ଡିଆନ୍ ସ୍ପଷ୍ଟ କରିପାରିବେ କି? ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହା ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିବାକୁ…

ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ । ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।…

‘ତାମିଲ କୋଟେରୀ’ ନବୀନଙ୍କ ଡିପଫେକ ଭିଡିଓ ବ୍ୟବହାର କରୁଛି: ବୈଜୟନ୍ତ

ଭୁବନେଶ୍ୱର: ବିଭିନ୍ନ ସମୟରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ ଭିଡିଓର ସତ୍ୟତା ଉପରେ ସେ…

ସରକାରଙ୍କ ବଡ ନିଷ୍ପତି, ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଇ-ସ୍ଵାସ୍ଥ୍ୟ ଧାମ ଆପ୍

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ବଡ ପଦକ୍ଷେପ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ୱିସ୍ ଫାଉଣ୍ଡେସନ ଦ୍ୱାରା ଇ-ସ୍ଵାସ୍ଥ୍ୟ ଧାମ ଆପ୍ ଲଞ୍ଚ କରାଯାଇଛି। ଭକ୍ତମାନଙ୍କୁ ଏହି ଆପରେ ସେମାନଙ୍କର ସମସ୍ତ…