ନିର୍ବାଚନ ବେଳେ ଜମୁଛି ଭୋଜି ଭାତର ଆସର, ଚିକେନ କିଲୋ ପହଁଚିଲାଣି ୩୦୦ ଟଙ୍କା
ବ୍ରହ୍ମପୁର: ନିର୍ବାଚନ ବେଳେ ଭୋଜି ଭାତର ଆସର ଜମୁଛି। ଏହାରି ଭିତରେ ଚିକେନ ଦାମ ବଢିଯାଇଛି। ସାଧାରଣତଃ ଏବେ ଚିକେନ ଘରେ ପ୍ରସ୍ତୁତ ହେଉଥିବା ସାଧାରଣ ତରକାରୀ ପାଲଟିଥିବା ବେଳେ ବର୍ଦ୍ଦିତ ଦରକୁ ନେଇ ଏବେ ଚିନ୍ତାରେ ଲୋକେ।
ଦର ବୃଦ୍ଧି ପଛରେ ନିର୍ବାଚନ ପ୍ରଚାର ବୋଲି ଜଣାପଡ଼ିଛି।…