ସନ୍ଦେଶଖାଲି ମାମଲା, ବଙ୍ଗଳାର ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଅନେକ ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ବିଭିନ୍ନ ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ଅନୁସନ୍ଧାନକାରୀ ସଂସ୍ଥା ।
ସୂଚନା ଅନୁସାରେ, ସିବିଆଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ତିନୋଟି ଏଫ୍ଆଇଆର୍ ରୁଜୁ କରିଛି…