Latest Odisha News

BREAKING NEWS

Yearly Archives

2024

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଛାଡିଥିବା ସୋର ବିଧାୟକ ପର୍ଶୁରାମ ଧଡା ବିଜିପିରେ ଯୋଗଦେଇଛନ୍ତି । ସେ ନିଜର ବହୁ ନେତା ଓ କର୍ମୀଙ୍କ ସହ ଆନୁଷ୍ଠାନିକଭାବେ ଦଳରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାପରେ ପର୍ଶୁରାମ…

ସୋପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମତଦାନ ସମୟରେ ବାରମୂଳାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ନିହତ ହୋଇଛନ୍ତି । ସେହିପରି ଗୁଳି ବିନିମୟ ସମୟରେ ଦୁଇ ଜଣ ସୁରକ୍ଷାକର୍ମୀ…

ଚିତ୍ରକୋଣ୍ଡା ସମର : ସବୁ ଦଳଙ୍କ ନଜର

ଭୁବନେଶ୍ବର: ଦିନେ ମାଓଗଡ ଓ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡାରେ ହେବ ରାଜନୀତିର ରୋଚକ ଲଢେଇ । ଅନେକ ତର୍ଜମା, ବାଦ ବିବାଦ ପରେ ଘୋଷଣା ହୋଇଛି ଚିତ୍ରକୋଣ୍ଡା ପ୍ରାର୍ଥୀ । ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍ ଦେଇଛି ବିଜେଡି । ବିଜେପିରୁ ଡମ୍ବରୁ ସୀସା ଓ କଂଗ୍ରେସରୁ ମଙ୍ଗୁ…

ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ

ଭୁବନେଶ୍ବର: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ। ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତ ପୁତୁରା ଦିଲ୍ଲୀପ ପ୍ରଧାନୀ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଲୋକସଭାରୁ ୯ଥର ସାଂସଦ ହୋଇଥିଲେ ଖଗପତି ପ୍ରଧାନୀ । ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ…

ରାୟଗଡା ରଣଭୂମି: କାହାର ପଲ୍ଲା ଭାରି?

ଭୁବନେଶ୍ବର: ରାୟଗଡାରୁ ଗତଥର ଜିତିଥିଲେ ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଏଥର ରାୟଗଡାରେ ବଢୁଛି ରାଜନୈତିକ ପାରଦ । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ ତ ବିଜେପିରୁ ବସନ୍ତ ଉଲାକା ଓ…

ହ୍ୟାଟ୍ରିକ କରିବେ କି କ୍ୟାପଟେନ୍ ?

ଭୁବନେଶ୍ବର : କିଏ ଜିତିବ ଜୁନାଗଡ? ବିଜେଡିରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ଦିବ୍ୟଶଙ୍କର । ହେଲେ ବିବାଦ ସତ୍ତ୍ବେ ତାଙ୍କୁ ପୁଣି ଭରସା କରିଛି ବିଜେଡି । ବିଜେପିର ପାରମ୍ପରିକ ଗଡ…

ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ନବରଙ୍ଗପୁର: ନିର୍ବାଚନ ପ୍ରଚାର ପାଇଁ ଉମରକୋଟ ଯାଇଥିବା ବେଳେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ହେଲେ ଯାଞ୍ଚ ସମୟରେ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ…

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ବିପୁଳ ସଂଖ୍ୟାରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼ ଅତାବିରା ଏବଂ ଭଟଲି ବିଧାନସଭା ଆସନ ପାଇଁ ଆଜି ଅର୍ଥାତ୍ ୨୬ ଏପ୍ରିଲ ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ମେ' ମାସ ୩ ତାରିଖ…

ପୁରୀ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ କେଉଁ ନିର୍ବାଚନମଣ୍ଡଳୀରେ କେଉଁ ଦିନ ପଡିବ ଭୋଟ୍

ପୁରୀ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩ରେ ଆରମ୍ଭ ହେବାକୁ ଥିବାବେଳେ, ପୁରୀ ଜିଲ୍ଲାର ଦୁଇଟି ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ୧୭ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୧୦୭ ପୁରୀ ବିଧାନସଭା…

ଜଳୁଛି ଓଡ଼ିଶା; ସାଢ଼େ ୨ ସୁଦ୍ଧା ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ସ୍ଥିତି ଯାହା ଥିଲା ଆହୁରି ବିଗିଡ଼ିବ। ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ ।…