Latest Odisha News

BREAKING NEWS

Yearly Archives

2024

ସମୁଦ୍ର କୂଳରୁ ଠାବ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ

ପୁରୀ: ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ ବୋଲି ଜଣାପଡ଼ିଛି। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସୂଚନାନୁସାରେ ମୃତକ ମଙ୍ଗଳବାର ଅପରାହ୍ନରେ…

ଆହୁରୀ ଶକ୍ତିଶାଳୀ ହେବ ଭାରତ, ଖୁବ୍ ଶୀଘ୍ର ପରୀକ୍ଷା ହେବ ଅସ୍ତ୍ର ଏମକେ-୨ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଖୁବ୍ ଶୀଘ୍ର ଅସ୍ତ୍ର ଏମକେ-୨ (Mk-2) କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି। ଏହି ଏୟାର-ଟୁ-ଏୟାର ମିସାଇଲ୍ ବେୟୋଣ୍ଡ୍ ଭିଜୁଆଲ୍ ରେଞ୍ଜ୍ ବର୍ଗରେ ଆସେ। ଏହାର ଅର୍ଥ ହେଉଛି ଯେଉଁଠାରେ ଯୁଦ୍ଧ ବିମାନ କିମ୍ବା ଆଟାକ୍ ହେଲିକପ୍ଟରର ପାଇଲଟ୍ ଦେଖିପାରେ ନାହିଁ,…

ସୁବର୍ଣ୍ଣପୁରରେ ବିଜୁ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ, ଦଳକୁ ସୃଦୃଢ କରିବା ଲକ୍ଷ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ ସୋନପୁର ନିର୍ବାଚନ ମଣ୍ଡଳୀ ତରଭା ବ୍ଲକ ର ଠକପାଲି ଓ ସୋନପୁର ବ୍ଲକ ବିଶିମୁଣ୍ଡା ଗାଁ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାଧାରଣ ଜନତାଙ୍କୁ ନବୀନ…

ବିଜେଡିରେ ମିଶିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ ଧଳ; କହିଲେ, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ…

ଭୁବନେଶ୍ବର: ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଧଳ । ସେ କେବଳ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ । ଆଦର୍ଶ ଗ୍ରୁପର ସେ ପ୍ରତିଷ୍ଠାତା । ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମହେଶ । ଆଜି ଶଙ୍ଖ ଭବନରେ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବିଧିବଦ୍ଧ ଭାବେ ଦଳରେ…

କଣ୍ଟାବାଞ୍ଝିରୁ ନବୀନ କାର୍ଡ

ଭୁବନେଶ୍ବର: ପଶ୍ଚିମରେ ପୁଣି ନବୀନ କାର୍ଡ । ବିଜେପୁର ପରେ କଣ୍ଟାବାଞ୍ଝିରୁ ଲଢିବେ ନବୀନ । ପ୍ରସନ୍ନ ଅସନ୍ତୋଷ ସାଇଡ୍ ଇଫେକ୍ଟ । ସମ୍ବଲପୁର, ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ । କେଉଁଠି ନେତାଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି, ତ କେଉଁଠି ଝିଅ ହେଲେ ପ୍ରାର୍ଥୀ । କଟିଲା…

ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି ।…

କଲବଲ କରୁଛି ତାତି: ସାଢ଼େ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି। ଆଜି ସକାଳୁ ସକାଳୁ…

ଗ୍ରୀଷ୍ମପ୍ରବାହ ବୃଦ୍ଧି; ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଁଛି ଗ୍ରୀଷ୍ମପ୍ରବାହ । ଗରମ ଓ ଗୁଳୁଗୁଳୁରେ ଅସହ୍ୟ ଜନଜୀବନ । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଆସନ୍ତା ୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୧୮ ରୁ ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ…

ସୂର୍ଯ୍ୟଙ୍କ ତୁଳନାରେ ୩୩ଗୁଣ ବଡ ବ୍ଲାକହୋଲ ଠାବ

ନୂଆଦିଲ୍ଲୀ: ଆକାଶଗଙ୍ଗାରେ ଏକ ନୂତନ ସ୍ଲିପିଂ ଜ୍ୟାଂଟ ବ୍ଲାକ ହୋଲ ଠାବ କରାଯାଇଛି । ସୂର୍ଯ୍ୟଙ୍କ ତୁଳନାରେ ଏହା ୩୩ଗୁଣ ବଡ ହେବ ବୋଲି ଅନୁମାନ କରାଯାଉଛି । ଏହାର ନାମ ଗାଇଆ ବିଏଚ୩ ଦିଆଯାଇଛି । ବୈଜ୍ଞାନିକମାନେ ପୃଥିବୀଠାରୁ ୨୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ଏକ୍ୱିଲା ତାରାମଣ୍ଡଳରେ ଏହାକୁ…

ଆଉ ୯ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ…