ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁ
ଇନ୍ଦୋର : ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁଟି । ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ଉତ୍ତରପ୍ରଦେଶ ସୀମା ନିକଟ ମାଣିକା ଗ୍ରାମରେ ରାତି ପ୍ରାୟ ୩ ଟା ବେଳେ ଘଟିଥିଲା।ରେୱା କଲେକ୍ଟର ପ୍ରତୀଭା ପାଲଙ୍କ…