ଘନଉଛି ଯୁଦ୍ଧ ଆଶଙ୍କା, ଆଗାମୀ ୪୮ ଘଣ୍ଟା ଇସ୍ରାଏଲ୍ ପାଇଁ ଗୁରୁତ୍ଵପୂର୍ଣ୍ଣ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧର ପଦଧ୍ବନୀ । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଓ ଇରାନ୍ । ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଆକ୍ରମଣ-ପ୍ରତିଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍ ସହ ମିସାଇଲ…