Latest Odisha News

BREAKING NEWS

Yearly Archives

2024

ୟୁଟ୍ୟୁବକୁ ଟକ୍କର ଦେବ ଏକ୍ସ, ମସ୍କ ଜାରି କରିବେ ଟେଲିଭିଜନ୍ ଆପ

ନୂଆଦିଲ୍ଲୀ: ୟୁଟ୍ୟୁବକୁ କଡା ଟକ୍କର ଦେବ ଏକ୍ସ । ସୋସିଆଲ ମିଡିଆ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦର୍ଶାଇ ଫର୍ଚ୍ୟୁନ କହିଛି ଯେ ଏଲୋନ୍ ମସ୍କଙ୍କ X ଆସନ୍ତା ସପ୍ତାହରେ ଆମାଜନ ଏବଂ ସାମସଙ୍ଗ ସ୍ମାର୍ଟ ଟେଲିଭିଜନ ପାଇଁ ଏକ ଟେଲିଭିଜନ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତି…

ଭାଷାକୁ ଗୁରୁତ୍ଵ ଦେଲେ ହିଁ ସାହିତ୍ୟକୁ ଜୀବନ୍ତ କରି ରଖି ହେବ : ସିନ୍ଧୁ ନନ୍ଦିନୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସିନ୍ଧୁ ନନ୍ଦିନୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ବିହାର ଦୁର୍ନୀତି ମାମଲା: ଗିରଫ ହେଲେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବ

ପାଟନା: ବିହାରରେ ଦୁର୍ନୀତି ବିରୋଧରେ ଇଡିର ଚଢାଉ ଜାରି ରହିଛି। ଏହି ଚଢାଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଷ୍ଟ୍ରିୟ ଜନତା ଦଳର ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସୁଭାଷ ଯାଦବଙ୍କୁ ଗିରଫ କରିଛି । ବାସ୍ତବରେ, ଗତିକାଲି ଇଡି ସୁଭାଷ ଯାଦକଙ୍କ ସହ ଜଡିତ ପାଟନା ସ୍ଥିତ ୮ଟି ସ୍ଥାନରେ…

ଶିଶୁ କବିତା : ଆମ ବାରିକୁ ଫଗୁଣ ଆସୁଛି

ତରୁଣ କୂମାର ମିଶ୍ର ଆମ ବାରିକୁ ଫଗୁଣ ଆସୁଛି । ଜୂଇ,ଜାଇ,ମଲ୍ଲୀ ମାଧବୀ ,ମାଳତୀ ବାସ ଚହଟାଇ ଫୁଟନ୍ତି , ମଧୁ ମକ୍ଷିକା ଓ ଭ୍ରମରଙ୍କ ଧାଡ଼ି ଫୁଲ ପାଖୁଡ଼ାରେ ଦିଶୁଛି , ସବୁରି ମନରେ ନୂଆ ଉନ୍ମାଦନା ବସନ୍ତ ଏଠାକୁ ଆସୁଛି । ଆମ ବାରିକୁ ଫଗୁଣ ଆସୁଛି ।(୧) ଫୁଲେଇ ଫଗୁଣ ଫୁଲ…

କବିତା : ପଳାଶ ଫୁଲର ହସ

ଦୀପକ କୁମାର ନାୟକ କୋଳାହଳ ଶୂନ୍ୟ ଧରଣୀ ବୁକୁରେ ପଳାଶର ଖିଆଲି ହସ ନିର୍ମଳ ଧବଳ ଆକାଶ ତଳେ ପଳାଶ ଲାଗେ ତୋରଣ । ଦାରୁଣ ଗ୍ରୀଷ୍ମ ପ୍ରବାହ ଧାରେ ଲାଗେ ଶୂନ୍ ଶାନ୍ ମୟl ଆଦର ନଥାଇ ଜୀବନେ ସେ ସଦା ଆକୃଷ୍ଟ କରେ । ରୂପ ଲାବଣ୍ୟ ପ୍ରୀତି ଭରା ପଳାଶ ଫୁଲର ହସ । ଫାଲଗୁନ ଆସେ…

ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହେଲେ ଆସିଫ ଅଲି ଜରଦାରୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲି ଜରଦାରୀ । ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ଆସିଫ ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ୬୮ ବର୍ଷିୟ ଜରଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ…

ପ୍ରଥମ ଥର ପାଇଁ ରାମ ନବମୀକୁ ଛୁଟି ଘୋଷଣା କଲେ ମମତା ସରକାର, ବିଜେପି କହିଲା ‘ସେ ବାଧ୍ୟ…’

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୁଳ କଂଗ୍ରେସ ସରକାର ରାମ ନବମୀ ଅବସରରେ ଏପ୍ରିଲ ୧୭ କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ତୃଣମୁଳ ସରକାର ପ୍ରଥମ ଥର ପାଇଁ ରାମ ନବମୀଙ୍କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।…

୪୦ ଫୁଟ ଗଭୀର ବୋରୱେଲରେ ଫସିଛି ଶିଶୁ

ନୂଆଦିଲ୍ଲୀ:  ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ ।  କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି । ବୋରୱେଲକୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଦିଲ୍ଲୀ ପୁଲିସ୍  …

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଣାକଥାକୁ ଦେଇ ଧ୍ୟାନ ବିଚଳିତ ନ କଲେ ମନ ଆମର ଯେତେ ଗ୍ରାମବାସୀ ଉତ୍ପାଦନ କରଂତି ଖୁସି ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ ମୁଁ କରେଁନାହିଁ ଅନୁମାନ ଗାଆଁର ସହିତ ସଂପର୍କ ରଖେ ମୋ ବିଶ୍ବାସର ଟେକ ଯିଏ ଆମର ଅନ୍ନଦାତା ତାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଗିରି ପର୍ବତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର ନୀଳଗିରି ପର୍ବତ ବା ନୀଳସୁନ୍ଦର ପର୍ବତର ପ୍ରାଚୀନତାର ପ୍ରମାଣ ଖୋଜିଲେ । ଶାସ୍ତ୍ରରେ ବର୍ଣ୍ଣନା ମିଳେ କଳ୍ପବୃକ୍ଷ, ରୋହିଣୀ କୁଣ୍ଡ, ପ୍ରଭୁ…