Latest Odisha News

BREAKING NEWS

Yearly Archives

2024

ଖୁସିର ସଂସାରରେ ଲାଗିଗଲା ନଜର, ହୃଦଘାତରେ ସ୍ୱାମୀ ମୃତ୍ୟୁ, ଜୀବନ ହାରିଲେ ସ୍ତ୍ରୀ

ଲକ୍ଷ୍ନୌ: କିଛି ମୁହୁର୍ତ୍ତରେ ଉଜୁଡ଼ିଗଲା ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲାନି ସ୍ତ୍ରୀ  । ଦୁଃଖରେ ଜୀବନ ହାରିଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ । ବିବାହର ୩ ମାସରେ ଆରପାରିକୁ ଚାଲିଗଲେ ଏହି ନବଦମ୍ପତି । ହୃଦଘାତେର ସ୍ୱାମୀଙ୍କ…

ଭାରତର ଏହି ରାଜ୍ୟରେ କେବେ ହେଲେ ଶାସନ କରିପାରିନଥିଲେ ବ୍ରିଟିଶ

ଭୁବନେଶ୍ଵର; କାହିଁ କେତେ ବର୍ଷ ଧରି ଆମ ଦେଶରେ ଶାସନ କରୁଥିଲେ ବ୍ରିଟିଶ ମାନେ । ହିସାବ କଲେ ହୁଏତ ଆଜିବି ଇତିହାସରେ ଅନେକଙ୍କ ନାଁ ନଥିବ ଯେଉଁମାନେ ବ୍ରିଟିସ ମାନଙ୍କ ଗୁଳିରେ କିମ୍ବା ଚାବୁକ୍ ମାଡରେ ପ୍ରାଣ ହରାଇଥିବେ । ଯେଉଁ ବ୍ରଟିସ ମାନଙ୍କୁ ଦେଶରୁ ତଡିବାକୁ ହୋଇଥିଲା ଅନେକ ଯୁଦ୍ଧ ।…

ରାଜ୍ୟସଭା ନିର୍ବାଚନ ପାଇଁ ଜଣେ ବିଧାୟକ କେତୋଟି ଭୋଟ ଦେଇପାରିବେ, ଜାଣନ୍ତୁ କିପରି ହୁଏ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୩ ଟି ରାଜ୍ୟର ୧୫ ଟି ସିଟ୍ ପାଇଁ ମତଦାନ ଚାଲିଛି । ଯେଉଁଥିରେ ଉତ୍ତରପ୍ରଦେଶରେ ୧୦ ଟି, କର୍ଣ୍ଣାଟକରେ ୪ ଟି ଏବଂ ହିମାଚଳ ପ୍ରଦେଶରେ ଗୋଟିଏ ସିଟ୍ ରହିଛି । କିନ୍ତୁ ଆପଣ ଜାଣନ୍ତି କି ରାଜ୍ୟସଭା ନିର୍ବାଚନରେ ​​ଜଣେ ବିଧାୟକ…

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭…

ମାହାଙ୍ଗା: ନେତା, କର୍ମୀ ଏବେ କଂଗ୍ରେସ ମୁହାଁ, ଅସନ୍ତୁଷ୍ଟ ବିଜେଡି-ବିଜେପି ନେତା!

ମାହାଙ୍ଗା: ଆସନ୍ତା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରସ୍ତୁତ ହୋଇଗଲେଣି ନେତା । କିଏ ପଦ୍ମ ଛାଡ଼ି ହାତ ଧରୁଛି, ଆଉ କିଏ ହାତ ଛାଡ଼ି ପଦ୍ମ ଆଉ ଶଙ୍ଖକୁ ବାଛି ନେଉଛନ୍ତି । ସବୁବେଳେ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଛି ମାହାଙ୍ଗା । ଏବେ ମାହାଙ୍ଗା…

ବଢ଼ିଲା କେଜ୍ରିୱାଲଙ୍କ ଅଡୁଆ, ଅଷ୍ଟମ ଥର ପାଇଁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସମନ ପଠାଇଲା ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀର ଏହାକୁ ମିଶାଇ ଅଷ୍ଟମ ଥର ସମନ ପଠାଇଲାଣି ଇଡି । ଆସନ୍ତା ମାର୍ଚ୍ଚ ୪…

ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର, ମହିଳାଙ୍କୁ ମିଳିବ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ମିଶନ ଶକ୍ତି ମହିଳା ମାନଙ୍କୁ ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ପେରସ୍ତ ହେବ । ମୋଟ ୧୪୫କୋଟି ଟଙ୍କା ଫେରସ୍ତ…

ନାଲକୋ ସମ୍ପ୍ରସାରଣ କାମ ବେଳେ ଅଘଟଣ, ଲୁହା ରଡ୍ ପଡ଼ି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ । ରଡ୍‌ ବାଇଣ୍ଡିଂ ଚାଲିଥିବା ବେଳେ ରଡ୍‌ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଠିକା ଶ୍ରମିକ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୃତକ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମୃତକ ଓ ଗୁରତରଙ୍କ ପରିଚୟ…

ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମୁହାଁ ମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । କୁମ୍ବିଂ ଅପରେଶନ ଚାଲିଥିବା ବେଳେ ଉଭୟ ପଟରୁ ହୋଇଥିଲା ଗୁଳିଚାଳନା । ମୃତ ମାଓବାଦୀଙ୍କ ଶବ ଉଦ୍ଧାର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ; ‘ସମସ୍ତଙ୍କୁ ମିଳିବ ନାହିଁ ଗ୍ରେସ୍‌ ମାର୍କ’

ଭୁବନେଶ୍ୱର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି । ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ…