Latest Odisha News

BREAKING NEWS

Yearly Archives

2024

କେଜ୍ରିୱାଲଙ୍କ ବିପକ୍ଷରେ କୋର୍ଟର ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପଞ୍ଚମ ଥର ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଥିଲା। କିନ୍ତୁ ଏହି ନୋଟିସକୁ ମଧ୍ୟ ପଞ୍ଚମ ଥର ପାଇଁ ବେଖାତିର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ହାଜର ନହେବା ପରେ ଏନଫୋର୍ସମେଣ୍ଟ…

କାର୍ତ୍ତିକଙ୍କ ଭୂୟସୀ ପ୍ରଶଂସା କରିବା ପରେ ତାଙ୍କୁ ପୁରସ୍କାର ଦେଇଦେଲେ ମନୋଜ ବାଜପେୟୀ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ମନୋଜ ବାଜପେୟୀଙ୍କ ଏକ ପଦକ୍ଷେପ ପ୍ରଶଂସକଙ୍କ ଛାତି ଚଉଡା କରିଦେଇଛି । ଏକ ପୁରସ୍କାର ସମାରୋହ ଉତ୍ସବରେ ମନୋଜଙ୍କୁ ଜୋରମ ଫିଲ୍ମ ପାଇଁ ପୁରସ୍କାର ମିଳିଥିଲା । ଏହା ଘୋଷଣା ହେବା ପରେ ମନୋଜ ଷ୍ଟେଜ ଉପରୁ ହଠାତ କାର୍ତିକ ଆର୍ଯ୍ୟନଙ୍କୁ ଡାକିଥିଲେ ।…

୨୦୧୮ରୁ ବିଦେଶରେ ଗଲାଣି ୪୦୩ ଭାରତୀୟ ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ୨୦୧୮ରୁ ଆଜିଯାଏ ବିଦେଶରେ ମୋଟ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେଲାଣି। ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା ଏବଂ ଅନ୍ୟ କାରଣରୁ ବିଦେଶରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ତେବେ କାନାଡାରେ ସର୍ବାଧିକ ୯୧ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନରେ ୪୮ଜଣ ଛାତ୍ରଙ୍କ ଜୀବନ…

ନୌସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା INS- ସନ୍ଧାୟକ । ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ଯୋଗ ଦେଇଥିଲେ । ସୁରକ୍ଷିତ ସାମୁଦ୍ରିକ ନାଭିଗେସନ୍ ଏହି…

୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠ ମୁକ୍ତ ରାଜ୍ୟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠରୋଗ ମୁକ୍ତ। ଯାହା SDG ୨୦୩୦ ପାଇବାରେ ସହାୟକ ହେବ। NLEP ସମୀକ୍ଷାରେ ଏହି ରୋଡ଼ମ୍ୟାପ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ। ଏହି କ୍ରମରେ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

ରଣଜୀ ଟ୍ରଫି: ପଣ୍ଡିଚେରୀ ବିପକ୍ଷରେ ସୁଯୋଗ ହାତଛଡା କରୁଛି ଓଡିଶା

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ପଣ୍ଡିଚେରୀ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିବା ସତ୍ୱେ ବିପକ୍ଷ ଦଳକୁ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଅନାବଶ୍ୟକ ସୁଯୋଗ ପ୍ରଦାନ କରିଛି । ଗ୍ରୁପ ଡିର ଏହି ମୁକାବିଲାରେ ଓଡିଶା ପ୍ରଥମ…

ଏହି ସ୍କିମରେ କରନ୍ତୁ ନିବେଶ, ମିଳିବ ବଡ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ଯୁବଗୋଷ୍ଠୀଙ୍କ ପାଇଁ ସଞ୍ଚୟ କରିବା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଆୟ ଠାରୁ ଅଧିକ ମାତ୍ରାରେ ଖର୍ଚ୍ଚ ହେଉଥିବା କାରଣରୁ ସଞ୍ଚୟ ଶୂନ ହୋଇଯାଇଥାଏ। ଯଦିଓ ଆଜିଠାରୁ ସଠିକ ଢଙ୍ଗରେ ଯୋଜନା କରାଯାଏ ତେବେ ଭବିଷ୍ୟତ ପାଇଁ ଆପଣ ସଞ୍ଚୟ କରିପାରିବେ। ଆପଣଙ୍କୁ ବର୍ତ୍ତମାନ…

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମର ନବ ନିର୍ମିତ କ୍ୟାମ୍ପସକୁ ଉଦଘାଟନ କରିବା ସହ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା…

ପଶ୍ଚିମବଙ୍ଗରେ ୨୧ ଲକ୍ଷ ମନରେଗା କର୍ମଚାରୀ ପାଇବେ ପାରିଶ୍ରମିକ: ମମତା ବାନାର୍ଜୀ

କୋଲକାତା: ସବୁ ବେଳେ କେନ୍ଦ୍ର ସରକାରଙ୍କୁ କରିଆସୁଥିଲେ କଟାକ୍ଷ। ଏବେ କେନ୍ଦ୍ର ଯୋଜନାକୁ ନେଇ କରିଛନ୍ତି ବଡ଼ ଘୋଷଣା। ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା। ରାଜ୍ୟରେ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ସରକାର ଫେବୃଆରୀ ୨୧ ସୁଦ୍ଧା…

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ…