Latest Odisha News

BREAKING NEWS

Yearly Archives

2024

କଂସ ବଧ ପରେ ଉଦଯାପିତ ହେଲା ଧନୁଯାତ୍ରା

ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା…

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…

ଭାଷା ଭାଗବତ : ସୁବକ୍ତା ଅଭିନେତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମଂଚକୁ ଚଢ଼ିଲେ ସୁବକ୍ତା ପାଲଟି ମଂଦ ଅଭିନେତା ଅନ୍ୟ ଲୋକଂକ କଥା କହି ମନକୁ ନେଇଥାଂତି ମୋହି ମୋହିତ ହେବା ପାଇଁ ଶ୍ରୋତା ଦେଖାଂତି ଛଦ୍ମ ଏକାଗ୍ରତା ଶ୍ରୋତା ଓ ବକ୍ତା ଏକାଭଳି ସଭାକୁ ନିଅଂତି ସଂଭାଳି ନାଟକୀୟତା ଭଂଗୀଭରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ :

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ, ସେତିକି ଜରୁରୀ…

ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ଜାଣନ୍ତୁ କଣ ରହିଛି ଆଜିର ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ସମୟରେ ଇଣ୍ଡିଆ ଗେଟର କର୍ତ୍ତବ୍ୟ ପଥରେ ପରେଡରେ ଆୟୋଜନ କରାଯାଇଛି। ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବାର ସୂଚନା ରହିଛି। ଦେଶରେ ୭୫ତମ…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…

ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଲକ୍ଷ୍ମୀ ନାରାୟଣ ମହାସଂଯୋଗ, ଆସନ୍ତା ମାସରୁ ବଦଳିଯିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଫେବୃଆରୀ ମାସରେ ଶୁକ୍ର ଏବଂ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲକ୍ଷ୍ମୀ ନାରାୟଣ…

ଓଡ଼ିଶାର କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟ ଶିଳ୍ପୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ୨୦୨୪ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଜଣେ କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟଶିଳ୍ପୀ। ଗୁରୁବାର ରାତିରେ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ୨୦୨୪ ପାଇଁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କୁ ଘୋଷଣା କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ…

ମାକ୍ରୋନଙ୍କୁ ରାମ ମନ୍ଦିର ମଡେଲ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୟୁପିଆଇ ଜରିଆରେ ଚା’ ପାଇଁ ଦେଲେ ଟଙ୍କା

ଜୟପୁର: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଚଳିତ ବର୍ଷ ସେ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାର ଗୋଟିଏ ଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଗୁରୁବାର ରାଜସ୍ଥାନର ଜୟପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମନ୍ଦିର ଜାଗାରେ ଛିଡା ହୋଇଛି ମସଜିଦ? ସର୍ଭେ ରିପୋର୍ଟ ପରେ ହିନ୍ଦୁ ପକ୍ଷର ଦାବି

ଲକ୍ଷ୍ନୌ: ବାରାଣାସୀର ଏକ ଅଦାଲତ ଗୁରୁବାର ଦିନ ଜ୍ଞାନବାପି ମସଜିଦ୍ ସର୍ଭେ ରିପୋର୍ଟ ଉଭୟ ପକ୍ଷଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶୁକ୍ରବାର ୮୩୯ ପୃଷ୍ଠାର ଏହି ରିପୋର୍ଟ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷ ଦେଇଛନ୍ତି। ସର୍ଭେ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ସତ୍ୟ…