Latest Odisha News

BREAKING NEWS

Yearly Archives

2024

ପରସ୍ପରକୁ ମୁହଁ ମୋଡିଲେଣି କି ନୀତୀଶ ଓ ଲାଲୁ? ଜୋରଧରିଲା ସୁଶାସନ ବାବୁଙ୍କ ଘର ବାହୁଡା ଚର୍ଚ୍ଚା

ନୂଆଦିଲ୍ଲୀ: ପାଟନାରୁ ଦିଲ୍ଲୀ ଗୋଟିଏ ଚର୍ଚ୍ଚା ସୁଶାସନ ବାବୁ ଅର୍ଥାତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ସହ ମେଣ୍ଚ କରିପାରନ୍ତି। ଆଉ ମହାମେଣ୍ଟକୁ ବାଏ ବାଏ କହିପାରନ୍ତି। ଆଉ ଏବେ ଦିଲ୍ଲୀରେ ବିଜେପି ନେତାଙ୍କ ବୈଠକ ଚାଲିଥିବା ବେଳେ ପାଟନାରେ ଆରଜେଡି ନେତ୍ରୀ ତଥା…

ଉଲ୍ଲେଖନୀୟ ସେବା ପାଇଁ ସିବିଆଇ-ଭୁବନେଶ୍ୱରର ସୁବ୍ରତ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସିବିଆଇର ଦୁର୍ନୀତି ନିବାରଣ ଶାଖାର ଷ୍ଟେନୋଗ୍ରାଫର ସୁବ୍ରତ ମହାନ୍ତିଙ୍କୁ ୭୪ତମ ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ମେଡାଲ ଫର ମେରିଟିୟସ୍ ସର୍ଭିସ୍ ପୁରସ୍କାର ପ୍ରଦାନ କରାଯିବ। ପୋଲିସ ସେବାରେ ଅସାଧାରଣ ଅବଦାନ ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସ…

ପୋଷା କୁକୁର, ବିଲେଇ ପାଇଁ ମହିଳା ଛାଡିଲେ ୨.୮ ମିଲିୟନ ଡଲାର

ବେଜିଂ: ଅନେକ ଲୋକ ନିଜ ପୋଷା ପ୍ରାଣୀଙ୍କୁ ଜୀବନଠାରୁ ବେଶୀ ଭଲ ପାଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଚୀନର ଲିଉ । ଏହି ମହିଳା ଜଣଙ୍କ ତାଙ୍କ ପୋଷା କୁକୁର ଓ ବିଲେଇ ପାଇଁ ୨.୮ ମିଲିୟନ ଡଲାର ସମ୍ପତି ଛାଡି ଦେଇଛନ୍ତି । ଏପରିକି ସେ ତାଙ୍କ ପିଲାମାନଙ୍କ ପାଇଁ ମଧ୍ୟ କୌଣସି ସମ୍ପତି ଛାଡି…

ରାଜଧାନୀ ଜାତୀୟ ରାଜପଥ ପାର୍ଶ୍ୱରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଏକ ବ୍ୟସ୍ତବହୁଳ ଛକ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣରେ ସହରର ରସୁଲଗଡ଼ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବୁଦାରୁ ଏକ ଭର୍ତ୍ତି ଝୁଟ ବସ୍ତା ଦେଖିବାକୁ ପାଇଥିଲେ କିଛି ଲୋକ। ବ୍ୟାଗ୍…

ବୋପାନ୍ନା ୧ ନମ୍ବର: ଉଦ୍ୟମ, ଦକ୍ଷତା ଆଗରେ ହାର ମାନିଲା ବୟସ

ଭାରତର ଟେନିସ ଖେଳାଳି ରୋହନ ବୋପାନ୍ନା ଏବେ ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି ସାଜିଛନ୍ତି । ୪୩ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାଙ୍କ ଉଦ୍ୟମ ଓ ଦକ୍ଷତା ଆଗରେ ବୟସ ହାର ମାନିଛି । କୁର୍ଗର ଏକ ଛୋଟ ଗ୍ରାମରୁ ଆସି ଗ୍ରାଣ୍ଡସ୍ଲାମ ଖେଳିବା ମୋ…

ଧର୍ମଶାଳାରେ ବେଆଇନ୍ ପଥର ଖଣି ଖନନ ମାମଲା, ବିଶେଷଜ୍ଞ ପ୍ୟାନେଲ ଦ୍ବାରା ତଦନ୍ତ କରିବାକୁ ଏନଜିଟିର ନିର୍ଦ୍ଦେଶ

କଟକ: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରହଦପୁରରେ ବେଆଇନ ପଥର ଖନନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ ଜିଟି)ର ପୂର୍ବାଞ୍ଚଳ ଖଣ୍ଡପୀଠ। ଏଥିପାଇଁ ଗଠିତ ଏକ ବିଶେଷଜ୍ଞ ପ୍ୟାନେଲ ଏହି ମାମଲାର ତଦନ୍ତ କରିବ। ନିଶ୍ଚିନ୍ତ ସଂରକ୍ଷିତ ଜଙ୍ଗଲ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀରେ ଥିବା ହୋଟେଲ ଗୁଡିକରେ ଚେକିଂ

ଭୁବନେଶ୍ୱର: କମିସନରେଟ୍ ପୁଲିସ ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ବ୍ୟାପକ ଚେକିଂ ଅପରେସନ କରାଯାଇଛି।ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୁଲିସ ଏହି ଚେକିଂ କରିଛି। ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ଓ ଯବାନ ସହରର…

ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ 

ଭୁବନେଶ୍ୱର: ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ  ସାମିଲ ହୋଇଛନ୍ତି। ମାଷ୍ଟରକ୍ୟାଂଟିନ ଛକରୁ ବିଜେପି ପାର୍ଟି ଅଫିସ ଯାଏଁ ଏକ…

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁଭାରମ୍ଭ ହେଲା ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନ । ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମ । ଏହା ଦ୍ବାରା…

ଗାଲାଣ୍ଟ୍ରି ଆଓ୍ବାର୍ଡ: ଗଣତନ୍ତ୍ର ଦିବସରେ ୧୧୩୨ ଜଣଙ୍କୁ ପୁରସ୍କାର, ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ/ଭୁବନେଶ୍ବର: ଆସନ୍ତାକାଲି ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ପୋଲିସକର୍ମୀ, ଅଗ୍ନିଶମ ସେବା, ହୋମଗାର୍ଡ, ନାଗିରକ…