Latest Odisha News

BREAKING NEWS

Yearly Archives

2024

ରାମ ନାମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅଦିନିଆ କାଳବୈଶାଖୀରେ ଆମେ ସମସ୍ତେ ଦେଖୁଛୁ ଯେ କୁଆପଥର ଆକାଶରୁ ଧରା ପୃଷ୍ଠରେ ପଡୁଛି । ଧରାରେ ପଡୁଥିବା କୁଆପଥର ବାୟୁମଣ୍ଡଳର ଅଦୃଶ୍ୟ ବାଷ୍ପୀଭୂତ ଜଳ । ସେ ସମାନ ଦୃଶ୍ୟମାନ ରୂପକୁ ତରଳ ଅବସ୍ଥାରେ ଜଳ କୁହାଯାଏ ଏବଂ କଠିନ ଆକାରରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିପାରେ ଇଡ଼ି, ଆଶଙ୍କା ପ୍ରକାଶ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାନ୍ଧିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ଥର ପାଇଁ ଇଡ଼ିର ନୋଟିସକୁ ଅଣଦେଖା…

ଭାଷା ଭାଗବତ : ଏବର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ୧. ବିଶ୍ୱ ଜ୍ଞାନର ପ୍ରସାରଣ, ସ୍ଥାନୀୟ ଜ୍ଞାନ ସଂଚୟନ ୨. ଆପଣା କୃତି ପ୍ରକାଶନ ଅନ୍ୟର କୃତି ବିଶ୍ଳେଷଣ ୩. ନୂତନ ଜ୍ଞାନର ସଂଧାନ ପ୍ରାଚୀନ ଜ୍ଞାନ ସଂରକ୍ଷଣ ଏହି ତ୍ରିସୂତ୍ରୀ କାର୍ଯକ୍ରମ ଏଣିକି ଚାଲୁ ଅବିରାମ କଲେ ଅଧିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଧରାୟତେ ଇତି ଧର୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅନେକ ମତ ଓ ଧର୍ମଧାରାର ସମନ୍ୱୟ ଭାବକୁ ପରିପ୍ରକାଶ କରି ଆଜି ସାରା ବିଶ୍ୱରେ ଆଦୃତ । ଆକ୍ଷରିକ ଭାବରେ “ଧରାୟତେ ଇତି ଧର୍ମ ” । ଅର୍ଥାତ ଯାହାର ଧାରଣ କରିବାର ଶକ୍ତି ଅଛି…

ହାଡ଼ ଭଙ୍ଗା ଶୀତକୁ ନେଇ ଆର୍ଲଟ ଜାରି କଲା ପାଣିପାଗ ବିଭାଗ, ଜାଣନ୍ତୁ ଆଜିର ପାଣିପାଗ ଅପଡେଟ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା କାରଣରୁ ଦେଶର ଅନେକ ସ୍ଥାନରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଆସିଛି। ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଲୋକମାନଙ୍କ ଦୈନନ୍ଦିନ ଜୀବନରେ ଗୁରୁତର ସମସ୍ୟା ସୃଷ୍ଟି କରିଛି।ଘନ କୁହୁଡ଼ି…

ଆଜି ରୁକ୍ମଣୀ ଅଷ୍ଟମୀ: ଏହି ୪ ରାଶିଙ୍କ ଭାଗ୍ୟରେ ଧନ ଓଜାଡ଼ିଦେବେ ମା ଲକ୍ଷ୍ମୀ

ଭୁବନେଶ୍ୱର: ଗୁରୁବାର ଦିନ ବୃହସ୍ପତି ଏବଂ ସୂର୍ଯ୍ୟ ପରସ୍ପରଠାରୁ ନବମ ଏବଂ ପଞ୍ଚମ ଘରେ ଉପସ୍ଥିତ ରହିବେ। ଯେଉଁ କାରଣରୁ ନବପଞ୍ଚମ ଯୋଗ ଗଠନ ହେବ ଏବଂ ଚନ୍ଦ୍ର ମଧ୍ୟ ତୁଳା ରାଶିକୁ ଚଳନ କରିବେ। ଏଥି ସହିତ ଆଜି ଅର୍ଥାତ୍ ଗୁରୁବାର ହେଉଛି ପୌଷ ମାସର କୃଷ୍ଣପକ୍ଷର ଅଷ୍ଟମୀ। ଏହି ଦିନ ଅନେକ ଶୁଭ…

ବିସ୍ମୟ; ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ନ୍ୟୁ ଜର୍ସି: ପୃଥିବୀରେ ଜନ୍ମ ହେଉଥିବା ସନ୍ତାନଙ୍କ ଭିତରେ ଅନେକ ସମୟରେ ଯାଆଁଳା ସନ୍ତାନ ଜନ୍ମ ହେବାର ନଜିର ରହିଛି । ଯାଆଁଳା ସନ୍ତାନଙ୍କ ଭିତରେ ବୟସର ଫରକ୍ କିଛି ଘଣ୍ଟା କି ମିନିଟ୍ ହୋଇଥାଏ । କିନ୍ତୁ ଆମେରିକାରେ ଏକ ସହରରେ ଏକ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ । ଯାହାକୁ ନେଇ ଏବେ…

ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର

ମୁମ୍ବାଇ: ହାଫ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର ଶିଖରେ । ସେ ବଲିଉଡ୍ ସୁପରଷ୍ଟାର ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ବିବାହ କରିଛନ୍ତି । ଅତି ସାଧାରଣ ଢ଼ଙ୍ଗରେ ଦୁହେଁ ବିବାହ କରିଛନ୍ତି । ବିବାହର ଭୋଜି ବଡ଼ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ବିବାହ ପାଇଁ…

ସବୁଠୁଁ ଭିନ୍ନ, ଘୋଡ଼ା ଚଢ଼ି ଖାଦ୍ୟ ପହଞ୍ଚାଇଲେ ଜୋମାଟୋ ଡେଲିଭରି ବୟ

ହାଇଦ୍ରାବାଦ : ଏବେ ନୂଆ ହିଟ ଏବଂ ରନ ଘଟଣାରେ ଆଇନ ପ୍ରବଧାନ ଚର୍ଚ୍ଚାରେ ଅଛି । ଏଭଳି ସମୟରେ ଏହା ଉପରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଛନ୍ତି । ଧର୍ମଘଟ ଯୋଗୁଁ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ…

ବସ୍ ଧକ୍କାରେ ନାବାଳକ ମୃତ ; ଘଟଣାସ୍ଥଳରେ ପୁଲିସର ଲାଠିଚାର୍ଜ 

ସମ୍ବଲପୁର ;  ସମ୍ବଲପୁରରେ ବସ୍ ଚକାତଳେ ଚାଲିଗଲା ନାବାଳକ ପୁଅର ଜୀବନ। ସ୍କୁଟି ନେଇ ମାର୍କେଟକୁ ମା‘ଙ୍କ ପାଇଁ ଔଷଧ ଆଣିବାକୁ ଯିବାବେଳେ, ନାବାଳକର ସ୍କୁଟିକୁ ଧକ୍କା ଦେଇଥିଲା ବସ୍।   ସୂଚନା ଅନୁସାରେ ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ…