Latest Odisha News

BREAKING NEWS

Yearly Archives

2024

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଭିଡ: ଲାଗୁ ହେଲା ଡ୍ରେସ କୋଡ, ପାନ, ଗୁଟଖା ଉପରେ କଟକଣା

ଭୁବନେଶ୍ୱର: ଆଜି ନୂଆବର୍ଷ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ନୂଆ ବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଗୋଟାଏରୁ ପହଡ ଖୋଲା ଯାଇଛି । ଧାଡିରେ ଭକ୍ତମାନେ ଜଗାକୁ ଦର୍ଶନ କରୁଛନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ…

ଭାଷା ଭାଗବତ : ଦୟାସ୍ପଦ ମଣିଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମନୋଦ୍‌ଭୂତ ସକଳ ଚିଂତା ହେଉ କି ନ ହେଉ କବିତା ଶୁଣାଇଦିଏ ମନୋଦଶା ତାହା ହିଁ ବାସ୍ତବିକ ଭାଷା ତଦ୍‌ଭିନ୍ନ ଅନ୍ୟ କିଛି ଲେଖି ଭାଷାକୁ ହୁଏନାହିଁ ଦେଖି ଲୋକଂକଠାରୁ ହେଲେ ଦୂର ଭାଷାକୁ ମିଳେନି ଆଦର…

ସିଗାରେଟ୍ ପାଉଁଶ ପକାଉଥିବା ବେଳେ ୩୩ ମହଲାରୁ ଖସିପଡ଼ିଲେ ସଫ୍ଟୱେର ଇଞ୍ଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେଆର ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ଖସିପଡ଼ିବାରୁ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ଦିବ୍ୟାଂଶୁ ଶର୍ମା । ସେ ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ସିଗାରେଟ୍ ପାଉଁଶ ତଳକୁ ପକାଇବାକୁ…

ନୂଆବର୍ଷର ପ୍ରଥମ ଦିନ କେଉଁଠି,କେମିତି ପାଳନ୍ତି, ଜାଣନ୍ତୁ…..

ଆସିଛି ନୂଆ ବର୍ଷ । ଲୋକେ ଧୁମ୍‌ଧାମ୍‌ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ତେବେ ୨୦୨୪ରେ ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିବା ସହ ବର୍ଷଯାକ ଭଲରେ କଟିବା ପାଇଁ ଲୋକେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରଥାନ୍ତି । ତେବେ ନୂଆବର୍ଷ ଭଲରେ କଟିବା ପାଇଁ ଦୁନିଆରେ ଏମିତି କିଛି ପରମ୍ପରା ରହିଛି…

ଅଭିନବ ଉଦ୍ୟମ, ବର୍ଷକରେ ୧୦ ହଜାର କଣ୍ଡୋମ୍ ଅର୍ଡର କରି ସମ୍ମାନିତ

ନୂଆଦିଲ୍ଲୀ : ବ୍ୟବସାୟ ଦୁନିଆରେ ଅନେକ ସମୟରେ ଉଠାଣି ଗଡାଣି ଦେଖିବାକୁ ମିଳିଥାଏ । ଏହି କାରଣରୁ ନିଜ ଉତ୍ପାଦକୁ ଗ୍ରାହକଙ୍କ ପାଖରେ ପହଂଚାଇବା ପାଇଁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଅନଲାଇନ୍ ଷ୍ଟୋର କମ୍ପାନୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବବ୍ୟାପି ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ,ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଭଳି ସର୍ବବ୍ୟାପୀ, ସେଭଳି ସର୍ବନାମ ମଧ୍ୟ । ତେଣୁ ସମୟ ସମୟରେ, ନାରାୟଣ, ଗୋବିନ୍ଦ, ବାସୁଦେବ, ହୃଷିକେଶ, ବିଷ୍ଣୁ, ହରି ଓ ସର୍ବୋପରି ଜଗନ୍ନାଥ, ଜଗମୋହନ, ଜଗଦୀଶ,…

ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ

ନୂଆଦିଲ୍ଲୀ: ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ । ଏବେ ଆପଣ ଭାବୁଥିବେ ସୋଫାରେ ବସି ରାସ୍ତାରେ ବୁଲିବେ କିପରି ? ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସୋଫା କାର ଭଳି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି । ବିଶିଷ୍ଟ ଶିଳ୍ପପତି…