Latest Odisha News

BREAKING NEWS

Yearly Archives

2025

ଗମ୍ଭୀର କହିଲେ ଏହି ଖେଳାଳି ଦଳ ପାଇଁ ସବୁଠାରୁ ମୂଲ୍ୟବାନ

ନୂଆଦିଲ୍ଲୀ: ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଏବେ କିଛି ଦିନ ବିଶ୍ରାମ କରିବେ ବୋଲି ନିଷ୍ପତି ନେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମୁକାବିଲାରେ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୂଲ୍ୟବାନ ଖେଳାଳି ବୋଲି ସେ କହିଛନ୍ତି । ଧଳା ବଲ କ୍ରିକେଟରେ ହାର୍ଦ୍ଦିକ ଚାପ…

ରାଜଧାନୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ:ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ରିଟେନର ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିବା ବସନ୍ତକୁଞ୍ଜ ଥାନାରେ ଅଭିଯୋଗ ହୋଇଛି । କିଛି ମାସ ତଳେ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିବା କୈଳାସ ନାମକ ଜମେ ଯୁବକ, ସଂପୃକ୍ତ ମହିଲାଙ୍କୁ ଦୁଷ୍କର୍ମ କରିଥିବା…

ଚୋରକୁ ଧରିବାକୁ ଡ୍ରୋନ ଉଡାଇଲେ ଗାଁ ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲାର ଏକ ଗାଁ ସ୍କୁଲରୁ ମଧ୍ୟାହ୍ନ ଭୋଜନର ଚାଉଳ  ଚୋରି କରି ପୋଖରୀରେ ଆଶ୍ରୟ ନେଇଥିବା ଚୋର ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ଦିନ ନାଇକାନିଡିହି ଥାନା ଅଧୀନରେ ଥିବା ଚାରିବାଟିଆ ଗାଁରେ ଡ୍ରୋନ୍ ମାଧ୍ୟମରେ ଚୋରକୁ କାବୁ…

ପ୍ରକାଶ ପାଇଲା ଓଜେଏସ୍-୨୦୨୩ ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ । ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ । ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା । ରାଜ୍ୟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ । ଏଥିରେ…

ହୋଲି ପୂର୍ବରୁ ରଙ୍ଗ ଦୋକାନରେ ରେଡ୍

ଭୁବନେଶ୍ୱର: ଭୁବନେଶ୍ୱରର କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରବାସୀଙ୍କୁ ହୋଲି ଉତ୍ସବକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ତିିନି ସପ୍ତାହ ମଧ୍ୟରେ ଖତମ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଲାଗିପରେ ବିରାମ । ଆମେରିକାର ପ୍ରସ୍ତାବିତ ୩୦ ଦିନିଆ ଯୁଦ୍ଧବିରତି ପାଇଁ ୟୁକ୍ରେନ ରାଜି ହୋଇଥିବା ବେଳେ ରୁଷିଆ ମଧ୍ୟ ସେହି ଦିଗକୁ ଆଗେଇ ଥିବା ଜଣାପଡ଼ିଛି । ମସ୍କୋ ଏନେଇ ଦାବି ତାଲିକା ଦେଇଥିବା ଜଣାପଡ଼ିଛି । ତାଲିକାରେ କଣ ରହିଛି ତାହା ଜଣାପଡ଼ି…

ଦମଦାର୍ ଅଫର : ଶହେ ଟଙ୍କାରେ ୯୦ଦିନ ପାଇଁ ଟିଭିରେ ଦେଖିପାରିବେ Jio Hotstar

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଥିବା ୟୁଜର ମାଗଣା ଜିଓ ହଟଷ୍ଟାରର ସୁବିଧା ମାତ୍ର ଶହେ ଟଙ୍କାରେ ପାଇବେ । ଏହି ଜିଓ ପ୍ଲାନର ବିଶେଷ କଥା ହେଉଛି ଶହେ ଟଙ୍କା ଖର୍ଚ୍ଚ କରିବା ପରେ ଆପଣ କେବଳ ମୋବାଇଲରେ ନୁହେଁ ଟିଭିରେ ମଧ୍ୟ ଜିଓ ହଟଷ୍ଟାର ଉପଭୋଗ କରିପାରିବେ ।…

ଗାଡ଼ି ପାର୍କିଂକୁ ନେଇ ମାରପିଟ୍, ବୈଜ୍ଞାନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗାଡ଼ି ପାର୍କିଂକୁ ନେଇ ମାରପିଟ୍, ବୈଜ୍ଞାନିକଙ୍କ ମୃତ୍ୟୁ। ପଞ୍ଜାବ ମୋହାଲିର ସେକ୍ଟର ୬୭ରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତ ବୈଜ୍ଞାନିକଙ୍କ ନାମ ଡକ୍ଟର ଅଭିଷେଖ ସ୍ବର୍ଣ୍ଣକାର ଏବଂ ତାଙ୍କ ଘର ଜାଡ଼ଖଣ୍ଡ ଧାନବାଦରେ । ମୋହାଲି ସ୍ଥିତ Indian Institute of Science…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସମ୍ପୂର୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ନିଷ୍ପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ନିଷ୍ପତି । ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ଏହି ନିଷ୍ପତି ହୋଇଛି l ଅଭ୍ୟର୍ଥନା କକ୍ଷ ସମେତ…

୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ର ଲୋକ ମାନଙ୍କୁ ସୁଲଭ ଗୃହ ସୁବିଧା ଯୋଗାଇ ଦେବା ପାଇଁ  ଓଡ଼ିଶା ସରକାର ମାର୍ଚ୍ଚ ୩୦ରୁ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି। କଳାହାଣ୍ଡି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାକୁ ଉଦଘାଟନ କରିବେ।…