ଚନ୍ଦ୍ରରେ ଜଳର ସନ୍ଧାନ କରିବ ନାସା, ସାଟେଲାଇଟ୍ ଲଞ୍ଚ…
ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ଫ୍ଲୋରିଡା ମହାକାଶକୁ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ଏକ ଉପଗ୍ରହ ଉତକ୍ଷେପଣ କରିଛି। ଯାହାଦ୍ୱାରା ଚନ୍ଦ୍ରପୃଷ୍ଠରେ ପାଣି କେଉଁଠି ଅଛି ତାହା ଜାଣିବାକୁ ପ୍ରୟାସ କରାଯିବ। ତେବେ ଏହା ନାସାର ଡିସୱାସର ଆକାରର ଉପଗ୍ରହ ଅଟେ ବୋଲି ଜଣାପଡିଛି।…