Latest Odisha News

BREAKING NEWS

Yearly Archives

2025

ଚାମ୍ପିୟନ୍ସ ଟ୍ରଫିରେ ୪ର୍ଥ ଥର ପାଇଁ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

କରାଚୀ: ୱିଲ ୟଙ୍ଗ ଓ ଟମ ଲାଥାମଙ୍କ ଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉଦଘାଟନୀ ମୁକାବିଲାରେ ଆୟୋଜକ ପାକିସ୍ତାନକୁ ୬୦ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ…

ଯେନତେନ ପ୍ରକାରେଣ ହସିନାଙ୍କୁ ଆଣିବୁ, ଆହୁରି କଠୋର ହେଲେ ବାଂଲାଦେଶ PM

ନୂଆଦିଲ୍ଲୀ : ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣରେ ନେବା ବାଂଲାଦେଶ ସରକାରଙ୍କ ଏକ ମାତ୍ର ପ୍ରମୁଖ ପ୍ରାଥମିକତା । ଯେମିତି ହେଲେ ବି ହସିନାଙ୍କୁ ପ୍ରତ୍ୟର୍ପଣରେ ନିଆଯିବ ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଶୁଣାଣି କରାଯିବ । ତାଙ୍କ ଉପସ୍ଥିତିରେ ହିଁ ମାମଲା ସବୁର ଶୁଣାଣି କରାଯିବ…

ଦିଲ୍ଲୀ ଦଳାଚକଟାରେ ଆସିଲା ସାଂଘାତିକ ସତ, ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାକୁ ନେଇ ଭାରତୀୟ ରେଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କାହିଁକି ଟ୍ରେନର ବଗି ଏବଂ ସିଟ୍ କ୍ଷମତାଠାରୁ ଅଧିକ ଟିକେଟ୍ ବିକ୍ରି କରା ଯାଇଥିଲା ? କାହିଁକି ଟିକେଟ୍ ବିକ୍ରିର କୌଣସି ସୀମା ନଥିଲା ? କାହିଁକି ରେଳବାଇ ଆଇନର…

ଆସିଲା ରିପୋର୍ଟ; ଜାଣନ୍ତୁ କେଉଁ ଜିଲାରେ ଅଛନ୍ତି କେତେ ହାତୀ?

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ନଭେମ୍ବର ୨୦୨୪ରେ ରାଜ୍ୟରେ ହୋଇଥିବା ହାତୀ ଗଣନା ରିପୋର୍ଟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳରେ ୨୯୧ଟି ହାତୀ ଏବଂ ତୃତୀୟରେ ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ ରହିଛନ୍ତି । ଏହାପରେ…

ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଏମଓୟୁ

ଭୁବନେଶ୍ୱର: ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ । ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ…

ଖାଁ ଖାଁ ଷ୍ଟାଡିୟମ; ପାକିସ୍ତାନର ମ୍ୟାଚ ଦେଖିବାକୁ ଆସିଲେନି ପାକ୍ ଦର୍ଶକ

କରାଚୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଛି। ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଏହା ସତ୍ତ୍ୱେ ସାରା ବିଶ୍ୱରେ ପାକିସ୍ତାନର ମଜାକ ଉଡୁଛି। ଆଜି ଚାମ୍ପିୟନ୍ସ ଟ୍ରଫିର…

ଏଠାରେ ଜୀବିତ କିମ୍ବା ମୃତ ମଶା ଦେଖାଇଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ସ୍ଥାନରେ ମଶାଙ୍କ ଉପଦ୍ରବ ଅସହ୍ୟ ହୋଇ ପଡୁଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ଏହାକୁ ଦମନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ଫିଲିପାଇନ୍ସରେ ଏକ ନିଆରା ଢ଼ଙ୍ଗରେ ମଶା ଉପଦ୍ରବ ରୋକିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ।…

ନକଲି ହଲମାର୍କରେ ବିକ୍ରି ହେଉଛି ସୁନା; ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ନକଲି ହଲମାର୍କରେ ବିକ୍ରି ହେଉଛି ସୁନା। ସୁନା ଦୋକାନରେ ମାପକରେ ଗୁଣବତ୍ତା ପରୀକ୍ଷଣ ସମ୍ପର୍କରେ ବିଧାନସଭାରେ ଉଠିଲା ପ୍ରଶ୍ନ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଉତ୍ତର ଦେବାକୁ ଯାଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ…

ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ପରବେଶ ବର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି…

୫ମ ଥର ପାଇଁ ଗୋଟିଏ ଟିମର ୨ ଜଣ ବ୍ୟାଟ୍ସମ୍ୟାନ ହାସଲ କଲେ ଶତକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡର ୱିଲ ୟଙ୍ଗ ଓ ଟମ ଲାଥାମ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୨୧ ରନର ଲକ୍ଷ୍ୟ ପାକିସ୍ତାନ ସମ୍ମୁଖରେ ରଖୁଥିଲେ ।…