Latest Odisha News

BREAKING NEWS

Yearly Archives

2025

ଭାତୃହନ୍ତା ଭାଇକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ସମ୍ପତି ଅଗରେ ତୁଛ ହେଲା ଭାଇ । ବଡ଼ ଭାଇକୁ ଗାଡି ଚଡାଇ ମାରିଦେଇଥିଲା ସାନ ଭାଇ । ଏହି ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ।…

‘ଛାବା’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି

ମୁମ୍ବାଇ: ଫେବୃଆରୀ ୧୪ରେ ମୁକ୍ତିଲାଭ ଲାଭ କରିଥିବା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'କୁ ଟ୍ୟାକ୍ସ ଫ୍ରି କରିବାକୁ ମଙ୍ଗଳବାର ଦିନ ଫେଡରେସନ ଅଫ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି…

ହ୍ୟାକ ହେଲା କୈଫଙ୍କ ହ୍ୱାଟସଆପ ଆକାଂଉଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ କୈଫ ଅସୁବିଧାରେ ପଡି ଯାଇଛନ୍ତି । ତାଙ୍କର ହ୍ୱାଟସଆପ ଆକାଂଉଟ ହ୍ୟାକ ହୋଇଯାଇଛି । କୈଫ ନିଜେ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ ସହିତ ଏବେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରନ୍ତୁ…

ଓଡ଼ିଶା ପାଇବ ୨୫୫.୨୪ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ୫ଟି ରାଜ୍ୟ ପାଇଁ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି । ୨୦୨୪ ମସିହାରେ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ତ୍ରିପୁରାରେ…

ପାକିସ୍ତାନର ଏହି ପୂର୍ବତନ ଖେଳାଳି କହିଲେ ବିସିସିଆଇକୁ ପାନେ ଦିଅ

ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର ଖେଳାଳିମାନଙ୍କୁ ବାଧିଛି । ଆଇସିସି ଶେଷ ନିଷ୍ପତି ଅନୁଯାୟୀ ହାଇବ୍ରିଡ ମଡେଲରେ ମ୍ୟାଚ ଆେୟୋଜିତ…

‘ସନମ ତେରୀ କସମ ୨’ରେ ମାୱରା ନୁହେଁ, ଏହି ନାୟିକା କରିବେ ଏଣ୍ଟ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ଇତିମଧ୍ୟରେ,…

ଇଦରେ ଆସିବ ‘ସିକନ୍ଦର’… 

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ସିକନ୍ଦର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। 'ସିକନ୍ଦର' ମାଧ୍ୟମରେ ସଲମାନ ଖାନ ବଡ଼ ପରଦାକୁ ଫେରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ, ନିର୍ମାତାମାନେ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ସଲମାନ ଆଙ୍ଗ୍ରୀ…

ବଡ ଦାବି କଲେ ମସ୍କ: କହିଲେ, ‘ରାଜନୈତିକ କାରଣ ପାଇଁ ସୁନୀତାଙ୍କୁ ମହାକାଶରେ ଛାଡିଦେଇଥିଲେ ବାଇଡେନ୍’

ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୮ ମାସ ହେଲାଣି ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । ଯାହାକୁ ନେଇ ଏବେ ବଡ ଦାବି କରିଛନ୍ତି ଆମେରିକା ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତା ଏଲନ ମସ୍କ ।…

ମହାକୁମ୍ଭକୁ ନେଇ ବଢିଲା ରାଜନୀତି

ନୂଆଦିଲ୍ଲୀ: ମହାକୁମ୍ଭ ହୋଇଯାଇଛି ମୃତ୍ୟୁକୁମ୍ଭ ! ମହାକୁମ୍ଭରେ ପରିଚାଳନାଗତ ତ୍ରୁଟିକୁ ଦେଖାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ମୃତ୍ୟୁକୁମ୍ଭ କହିଛନ୍ତି । ଏହାସହ ଦଳାଚକଟାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା…

କାହିଁକି ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ବିବାଦ?

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚର କେରଳ କ୍ୟାଡର ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ସିଇସି ଭାବେ ଦାୟିତ୍ବ ନେଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଚଳିତ ବର୍ଷ ବିହାର ନିର୍ବାଚନ ସହ ଆସନ୍ତାବର୍ଷ ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ…