Latest Odisha News

BREAKING NEWS

Yearly Archives

2025

ଚାଲିଥିଲା ଲାଇଭ୍ କନସର୍ଟ, ହଠାତ୍ ଭିଡିଓ କଲରେ କାହା ସହ କଥା ହେଲେ ଅରିଜିତ, ଦର୍ଶକ କଲେ ପ୍ରଶଂସା

ମୁମ୍ବାଇ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କୁ କିଏ ବା ନଜାଣେ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ…

ହେଲଥ ଇନ୍ସୁରାନ୍ସ କରୁଛନ୍ତି କି? ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ…

ନୂଆଦିଲ୍ଲୀ: କଥାରେ ଅଛି ରୋଗ କାହାକୁ ପଚାରିକି ଆସେନି । ତେଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ଉଚିତ୍ । ସେ ଖାଦ୍ୟ, ଜୀବନଶୈଳୀ ହେଉ କିମ୍ବା ଇନ୍ସୁରାନ୍ସ ତଥା ବୀମା । ବର୍ତ୍ତମାନ ଲୋକମାନେ ସ୍ୱାସ୍ଥ୍ୟ ବୀମା କରୁଛନ୍ତି । ଯାହା ଦ୍ଵାରା ସେମାନଙ୍କୁ ଅସୁବିଧା ସମୟରେ କାହାଠାରୁ ସାହାଯ୍ୟ…

ଭାରି ପଡିପାରେ ମହାକୁମ୍ଭରେ ମହାସ୍ନାନ… ଟେଲିଗ୍ରାମରେ ଚାଲିଛି ବିକ୍ରି!

ପ୍ରୟାଗରାଜ: ୧୪୪ ବର୍ଷ ବ୍ୟବଧାନରେ ପଡିଛି ମହାକୁମ୍ଭ । ଉତ୍ତରପ୍ରଦେଶ ତ୍ରିବେଣୀ ସଙ୍ଗରେ ଏଥିପାଇଁ ଲାଗିଛି ଭକ୍ତଙ୍କ ଭିଡ । ଦେଶ ବିଦେଶରୁ ଭକ୍ତ ମାନେ ଆସି ତ୍ରିବେଣୀରେ ନିଜର ବୁଡ ପକାଉଛନ୍ତି । ହେଲେ ଏହାର ଏକ ନକରାତ୍ମକ ଦିଗ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ପବିତ୍ର ବୁଡର କିଛି ଫଟୋ…

କିଟ୍ ଘଟଣାରେ ନେପାଳ ସରକାରଙ୍କ ଧମକ; ନ୍ୟାୟ ନ ମିଳିଲେ ଏନଓସି ଦେବୁନି

ଭୁବନେଶ୍ୱର: କିଟରେ ଛାତ୍ରୀ ଆତ୍ମହତ୍ଯା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ନେପାଳ ସରକାର। ଉପଯୁକ୍ତ ନ୍ୟାୟ ନମିଳିଲେ ଓଡି଼ଶାକୁ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏନଓସି ଦିଆଯିବନି ବୋଲି ଧମକ ଦେଇଛନ୍ତି ନେପାଳ ସରକାର। ଉଲ୍ଲେଖଯୋଗ୍ୟ, କିଟରେ ବି.ଟେକ୍ ପଢୁଥିବା ନେପାଳୀ ଛାତ୍ରୀ…

୫ ଦିନରେ ୧୫୦ କୋଟି କ୍ଲବ୍ ରେ ଏଣ୍ଟ୍ରି କଲା ଫିଲ୍ମ ‘ଛାବା’

ମୁମ୍ବାଇ: ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ୍ସ ଡେ'ରେ ରିଲିଜ ହୋଇଥିବା ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା' ବର୍ତ୍ତମାନ ରିଲିଜ ଦିନ ଠାରୁ ବକ୍ସ ଅଫିସ୍ ରେ ଧମାକ କରୁଛି । ଲୋକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି…

ଏଣିକି ସାଧାରଣ ଲୋକଙ୍କ ସହ ଆଉ ହେବନି ଅନଲାଇନ୍ ଠକେଇ, ଟ୍ରାଇ କରିଛି ଏପରି ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜି ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ଼ ଟେନସନ୍ ହେଉଛି ଅନଲାଇନ୍ ଠକେଇ ବା ସାଇବର କ୍ରାଇମ। ଆମର ସୁବିଧା ପାଇଁ, ପେମେଣ୍ଟ ଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍‌ରେ କରୁ। ଏହି ଅନଲାଇନ ସିଷ୍ଟମ ଯେତେ ସୁବିଧା ସେତେ ବିପଦ ମଧ୍ୟ। କାରଣ ଏହି…

୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତି ଖାଉଥିଲେ ରାସନ ଚାଉଳ

ଭୁବନେଶ୍ବର: ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତି ପାଉଥିଲେ ରାସନ ସୁବିଧା । ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିବା ନେଇ ଆଜି ଗୃହରେ  ମତ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ବିଧାୟକ…

ମାଟ୍ରିକ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌

ଭୁବନେଶ୍ଵର: ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌ । ଡ୍ରାଏ ରନ୍‌ ହେବା ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍‌ ଦେଖିପାରିବ ବୋର୍ଡ । ସବୁ ଷ୍ଟ୍ରଙ୍ଗ ରୁମ୍‌ରୁ ଲାଇଭ୍‌ ଫୁଟେଜ ଉପରେ ବୋର୍ଡ ନଜର ରଖିବ । ତେବେ ବର୍ଷା…

ସୁପ୍ରିମକୋର୍ଟରୁ ଆଶ୍ବସ୍ତି; ଗିରଫ ହେବେ ନାହିଁ ଆହ୍ଲାବାଦିଆ

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ। ଏହାରି ଭିତରେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ବିଚାରପତି ସୂର‌୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ…

ସିଏମ କିଷାନରେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ସିଏମ କିଷାନରେ ଏବେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଲୋକ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହ ଦେଓ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ରହିଛନ୍ତି । ଏହା…