Latest Odisha News

BREAKING NEWS

Yearly Archives

2025

ଆଇଡି ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି: ଆଇଡି ବିସ୍ଫୋରଣରେ ଜଣେ ଯବାନ ଆହତ । ଛତିଶଗଡ଼ ବିଜାପୁରରେ କୋବ୍ରା ବାହିନୀର କମ୍ବିଂ ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୁଚନା ମିଳିଛି । ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୋବ୍ରା ବାଟାଲିୟନ ଟିମ୍‌…

ଭଏସ କମାଣ୍ଡ ଦ୍ବାରା ଗୁଗୁଲ୍ ପେରେ ହେବ ପେମେଣ୍ଟ !

ଭୁବନେଶ୍ବର: ଗୁଗୁଲ୍ ପେ ନିଜର ୟୁଜରଙ୍କ ପାଇଁ ଏକ ନୂତନ ଏବଂ ସାନଦାର୍ ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା  ଡିଜିଟାଲ୍ ପେମେଣ୍ଟ ଦୁନିଆରେ ଏକ ବଡ ପରିବର୍ତ୍ତନ ଆସିବ । ଖବରମୁତାବକ, ଭଏସ ଫିଚର ଗୁଗୁଲପେ ରେ ଯୋଡାଯିବ, ଫଳରେ ୟୁଜରମାନେ ଭଏସ କମାଣ୍ଡ ଦ୍ବାରା ନିଜର ପେମେଣ୍ଟ୍ କରିପାରିବେ ।…

ଓଡ଼ିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟନାଥ ଦାସଙ୍କ ପରଲୋକ

କଟକ: ଆଉ ନାହାଁନ୍ତି ଓଡିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟ ନାଥ ଦାସ। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସୂତାହାଟ ସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଶେଷ ଶଯ୍ୟା ନିକଟରେ ତାଙ୍କର ୪ ପୁଅ ଦ୍ୱାରିକାନାଥ, ଗୋପୀନାଥ,…

୧୯ରେ ଆସିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ..୨୦ରେ ଶପଥ ଗ୍ରହଣ!

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଦିଲ୍ଲୀକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା । ଏନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ମିଳିଥିବା ସୂଚନା ମୁତାବକ, ଆସନ୍ତା ୧୯ ତାରିଖରେ ଦିଲ୍ଲୀ ବିଧାୟକ ଦଳ ବୈଠକ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।…

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

ନୀଳଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ। ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି। ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ…

ବିରଳ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଆଜି ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେଙ୍କ ଆଗମନ ହୋଇଛି। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ…

ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଉତ୍ତେଜନା: ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ପଟିଆସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା। ଛାତ୍ରୀ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘରୋଇ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିବା ପରେ ଛାତ୍ରଛାତ୍ରୀଙ୍କ ରାସ୍ତା…

ଭୂମିକମ୍ପରେ ଥରିଲା ରାଜଧାନୀ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଭୂକଂପ ଝଟକା । ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଛି। ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଆଜି ସକାଳ ୫ଟା…

ବଥୁଆ ଶାଗର କି ଗୁଣ ଗାଇବି ..!

ଭୁବନେଶ୍ବର: ବଥୁଆ ଶାଗ ଆମ ବାଡିରେ ହୋଇଥାଏ । ବଥୁଆ ହେଉଛି ଏପରି ଏକ ଶାଗ,ଯାହାକୁ ଉତ୍ପାଦନ ପାଇଁ ବିଶେଷ ପରିଶ୍ରମ ମଧ୍ୟ କରିବାକୁ ପଡ଼େ ନାହିଁ। ଜାଣିଛନ୍ତି, ଏହି ଶାଗକୁ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଆୟୁର୍ବେଦିକ ବିଶେଷଜ୍ଞମାନେ ବଥୁଆକୁ ଏକ ଭୋକ ବଢାଇବା ଔଷଧ ଭାବେ ବିବେଚନା…