ବାସ୍ତୁ ଅନୁସାରେ ଡ୍ରିମ କ୍ୟାଚର କେଉଁଠି ଲଗାଇଲେ ଭଲ?
ଭୁବନେଶ୍ବର:ଡ୍ରିମ କ୍ୟାଚର୍ ଦେଖିବାକୁ ଏକ ସୁନ୍ଦର ଓ୍ବାଲ୍ ହ୍ୟାଙ୍ଗି ଅଟେ । ଉପରଭାଗ ଗୋଲାକାର ହୋଇଥାଏ ଓ ଏହି ଗୋଲାକାର ଭିତରେ ସୂତାର ଓ୍ବେବ ବା ଜାଲ ପରି ଡିଜାଇନ ଥାଏ । ସେହି ଗୋଲାକର ରିଙ୍ଗରୁ ଲମ୍ବା ସୂତା ତଳକୁ ଝୁଲିଥାଏ ଓ ସେଥିରେ ପକ୍ଷୀର ପର ଲାଗିଥାଏ । ଏହା ଦେଖିବାକୁ ଭାରି…