ଖୋଖୋ ବିଶ୍ବକପ୍:ଆଜି କ୍ବାଟରଫାଇନାଲ ଲଢେଇ, ଭାରତର ଉଭୟ ବର୍ଗ ଦେଖାଇବେ ଦମ୍
ନୂଆଦିଲ୍ଲୀ:ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ତେବେ ଆଜି ଖୋଖୋ ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳାଯିବ । ଭାରତର ଉଭୟ ମହିଳା , ପୁରୁଷ ଦଳ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇ ଅପରାଜୟ ସହ ଗ୍ରୁପ ବିଜେତା ହୋଇଛନ୍ତି ଓ ଆଜି କ୍ବାଟରଫାଇନାଲ…