Latest Odisha News

BREAKING NEWS

Yearly Archives

2025

ଲଞ୍ଚର କିଛି ସମୟ ପରେ ଫାଟିଲା ସ୍ପେସଏକ୍ସର ଷ୍ଟାରସିପ୍

ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି…

କେବେ ପଡ଼ିବ ବସନ୍ତ ପଞ୍ଚମୀ; ଜାଣନ୍ତୁ ଶୁଭ ସମୟ ଓ ପୂଜା ବିଧି

ଭୁବନେଶ୍ଵର: ସନାତନ ଧର୍ମରେ ବସନ୍ତ ପଞ୍ଚମୀର ଖାସ୍ ମହତ୍ବ ରହିଛି। କାରଣ ଏହି ଦିନ ମାତା ସରସ୍ୱତୀ ଅବତରଣ କରିଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ସରସ୍ୱତୀଙ୍କୁ ଜ୍ଞାନ ଏବଂ ଶିକ୍ଷାର ଦେବୀ କୁହାଯାଏ। ତିଥି ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ ଏକାଧିକ ଆହତ

ଅମରାବତୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ମୃତ ଏକାଧିକ ଆହତ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଗଙ୍ଗାସାଗରାମ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଥାନା ଭିତରେ ସୁରକ୍ଷିତ ଅଛନ୍ତି ତ ନାଇଟ୍ ଡ୍ୟୁଟିରେ ଥିବା ମହିଳା କର୍ମଚାରୀ?

ପୁରୀ: ରାତି ଅଧରେ ଥାନାରେ ନାଇଟ୍ ଡ୍ୟୁଟି କରୁଥିବା ମହିଳା କର୍ମଚାରୀଙ୍କ ସହିତ ହେଉଛି ଦୁର୍ବ୍ୟହାର। ଯିଏ ଜନତାଙ୍କୁ ସୁରକ୍ଷା ଯୋଗାଏ ଆଜି ସେ ନିଜ ଅସୁରକ୍ଷିତ। ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର। ରାତି ଅଧରେ ମହିଳା କର୍ମଚାରୀ ଜଣଙ୍କୁ ଫୋନ୍ କରୁଥିଲେ ଅଧିକାରୀ। ରୁମ୍ କବାଟ…

ଅଭିନେତା ଆକ୍ରମଣ ଘଟଣା, ମୁହଁ ଖୋଲିଲେ କରୀନା, କହିଲେ ଗୁଜବ ଠୁ….

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ କଡା ସିକ୍ୟୁରିଟି ଭିତରେ ମଧ୍ୟ ଘର ଭିତରକୁ ପ୍ରବେଶ କରି ଦୁର୍ବୃତ୍ତ ଜଣଙ୍କ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ଘଟଣା ଏବେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ…

ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍

ସମ୍ବଲପୁର: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍। ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ। ସୁପର୍‌କ୍ଲାସ ଠିକାଦାର ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ଚଢଉ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍‌ର ମିଳିତ ଚଢ଼ାଉ ଜାରି ରହିଛି। ଆୟକର…

ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ। ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା। କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ…

ଏବେ ପାନ୍ କାର୍ଡରେ ପାଆନ୍ତୁ ୫୦୦୦ର ଲୋନ, ଜାଣନ୍ତୁ ….

ଭୁବନେଶ୍ଵର: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଟଙ୍କାର ଆବଶ୍ୟକତା ଥିଲେ ପର୍ସନାଲ ଲୋନ ଏହାର ଏକ ଉତ୍ତମ ବିକଳ୍ପ ହୋଇଥାଏ । ଏହି ଲୋନରେ ତୁରନ୍ତ ଟଙ୍କା ମିଳିବା ସହିତ ଲୋନ ସୁଝିବାର ଅନେକ ବିକଳ୍ପ ମଧ୍ୟ ଥାଏ । ଏବେ ଆପଣ ଚାହିଁଲେ କେବଳ ପାନ୍ କାର୍ଡ ସାହାଯ୍ୟରେ ୫୦୦୦ ଟଙ୍କାର ଲୋନ…

ବଢିଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ଦରମା, ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ ବୃଦ୍ଧି। ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମାସିକ ପାରିଶ୍ରମିକ ୧୬,୦୦୦ ଟଙ୍କାକୁ ବୃଦ୍ଧି। ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ। ପୂର୍ବରୁ ୧୧,୧୦୦ ଟଙ୍କା…

ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା, ୩ ଜଣ ଶ୍ରମିକ ନିଖୋଜ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା। ୩ ଶ୍ରମିକ ନିଖୋଜ । ତେବେ ୩ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲି କାରଖାନାରେ ସିମେଣ୍ଟ ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା କୋଇଲା ହପର। ସୂଚନା ଅନୁସାରେ,…