Latest Odisha News

BREAKING NEWS

Yearly Archives

2025

ଅପରେସନ ସିନ୍ଧୁ: ଇରାନରୁ ଫେରିବେ ୧୧୦ ଭାରତୀୟ ଛାତ୍ରଛାତ୍ରୀ 

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଇରାନରୁ ଉଦ୍ଧାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ବାହାର କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମୀରର ଛାତ୍ର ଥିବା ଜଣାପଡ଼ିଛି। ଛାତ୍ର…

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ କରି ଯୁବକ ଗିରଫ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ । ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ହେଲେ ରାୟଗଡ଼ା ଚାନ୍ଦିଲିର କିଶୋର କୌଶଲ୍ୟା । ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ସେୟାର କରିଥିଲେ ।…

ଇସ୍ରାଏଲ ବହୁତ ବଡ଼ ଭୁଲ କରିଦେଇଛି; ଇରାନ କେବେ ଆତ୍ମସମର୍ପଣ କରିବନି: ଖାମେନି

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ଇରାନକୁ ଆତ୍ମ ସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲେ। ଯାହାପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବୁଧବାର ଦେଶକୁ…

ଜୁନ୍ ୨୦ରେ ଭୁବନେଶ୍ବର ଓ କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ଭୁବନେଶ୍ବର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍‌ । ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ଗଣ ଶିକ୍ଷା ବିଭାଗ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି…

ଏୟାର ଇଣ୍ଡିଆର ୩ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରେ ଏୟାର ଇଣ୍ଡିଆ ଏହାର ତିନୋଟି ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଛି। ଏହି ଉଡ଼ାଣ ବାତିଲ ହେବାର କାରଣ ହେଉଛି ଯାନ୍ତ୍ରିକ ତ୍ରୁଟି, ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା। ସୂଚନା ଅନୁଯାୟୀ, ଏହି ଦୁଇଟି ଉଡ଼ାଣରେ ଯାତ୍ରୀମାନେ ପୂର୍ବରୁ ବିମାନରେ ଉଡାଣ ଭରିଥିଲେ…

ଶ୍ରୀକ୍ଷେତ୍ରରୁ ବିଜେଡ଼ି ଆରମ୍ଭ କଲା ଜନ ଜାଗରଣ ଅଭିଯାନ

ପୁରୀ: ରାଜ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ଏହି ଅବସରରେ ବିଭିନ୍ନ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ବିଜେପି ତା'ର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ତେବେ ବିଜେପିର ଏଭଳି ପୂର୍ତ୍ତି ଉତ୍ସବକୁ କାଉଣ୍ଟର ଆଟାକ କରିଛି ବିଜେଡ଼ି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଗତ…

ତୁମେ ବେଷ୍ଟ; ମୋଦି ଓ ମେଲୋନୀଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ମଙ୍ଗଳବାର ଦିନ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର, ବେକ କାଟି ନିର୍ମମ ହତ୍ୟା

କଟକ: କଟକ ବକ୍ସି ବଜାର ଅଞ୍ଚଳରେ ଚାଞ୍ଚଲ୍ୟ । ସିଡିଏ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜଣେ ଦୋକାନର କର୍ମଚାରୀ ଆଶୋକ ବାରିକ (୫୪) । ତାଙ୍କ ଘର ବାଦାମବାଡ଼ି ଶଙ୍କରପୁର ମଙ୍ଗଳା ଲେନ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ବୃତ୍ତମାନେ ବେକ କାଟି ହତ୍ୟା…

ଅଭାବନୀୟ ଘଟଣା: ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ, ଶାଶୁ-ବୋହୂ ମୃତ

କଟକ:ପାରିବାରିକ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ…

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ନିଜେ ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇ ଯିବେ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି । ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା…