ଚାଷୀଙ୍କ ଋଣ ଟଙ୍କା ଉପରେ ବାବୁଙ୍କ ନଜର! ୨୧ ଲକ୍ଷ ଆତ୍ମସାତ୍ କରି ଭିଜିଲାନ୍ସ ଜାଲରେ ପୂର୍ବତନ ସେକ୍ରେଟାରୀ
କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏକ ବଡ଼ ଧରଣର ଆର୍ଥିକ ଠକେଇ ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଚାଷୀ ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ଗଠିତ ସମବାୟ ସମିତିକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲର ମାଧ୍ୟମ ବନାଇଥିବା ଜଣେ ପୂର୍ବତନ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି…