ତାମିଲନାଡୁରେ ‘ଥାଲାପତି’ ଶାସନ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁପରଷ୍ଟାର ବିଜୟ
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଇତିହାସ ରଚିଲେ ଅଭିନେତା ବିଜୟ। ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ…