Latest Odisha News

BREAKING NEWS

Yearly Archives

2026

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ୫ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ବଜ୍ରପାତ ଏବଂ…

ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…

ସୋନପୁର: ରବିବାର ସକାଳେ ଜଣେ ନବବିବାହିତା ମହିଳା ସୋନପୁର-ସମ୍ବଲପୁର ରାସ୍ତାରେ ମହାନଦୀ ସେତୁରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ସୋନପୁର ଥାନା ଅନ୍ତର୍ଗତ କଇଁଫୁଲ ଗ୍ରାମର ଜଣେ ମହିଳା ତାଙ୍କ…

ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ପ୍ରଧାନମନ୍ତ୍ରୀ ମାଗିଲେ ଦୁଇ ବର୍ଷର ରିପୋର୍ଟ କାର୍ଡ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ଦୃଢ଼ ସମ୍ଭାବନା ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ

ଭୁବନେଶ୍ୱର: ବୌଦ୍ଧରେ ଜଣେ ପକ୍ଷାଘାତ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ଗାଁରେ ପକ୍ଷାଘାତର ଶିକାର ଜଣେ ବୃଦ୍ଧଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ଯାହାକୁ ଦେଖି ପଡ଼ୋଶୀମାନେ ଚକିତ ହୋଇ ପଡ଼ିଥିଲେ।…

ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ

ଅହମ୍ମଦାବାଦ: ଆଇପିଏଲ୨୦୨୬ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶଂସକ ଉତ୍କଣ୍ଠା ଏବଂ ଗହଳି ଯୋଗୁ ଅହମ୍ମଦାବାଦରେ ହୋଟେଲ ରୁମରୁ ଆରମ୍ଭ…

ଯୌନ ସ୍ୱାସ୍ଥ୍ୟ ଉପରେ ସିଗାରେଟ୍ ଏବଂ ନିକୋଟିନର କ୍ଷତିକାରକ ପ୍ରଭାବ: ସାବଧାନ କଲେ ଡାକ୍ତର

ସିଗାରେଟ୍ କିମ୍ବା ତମାଖୁ ସେବନ କେବଳ ଫୁସଫୁସ୍ ଏବଂ ହୃତପିଣ୍ଡ ପାଇଁ କ୍ଷତିକାରକ ନୁହେଁ। ଏହା ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି। ସିଗାରେଟରେ ଥିବା ନିକୋଟିନ୍ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ…

ହିରୋଇନ କରିଦେବି କହି ଦୁଷ୍କର୍ମ ଅଭିଯୋଗ; ଅଶୋକ ସମ୍ରାଟ ମ୍ୟାନେଜର କହିଲେ- ଗିରଫ ଦୁଇ…

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ହୋଟେଲରେ ଏକାଧିକ ଥର ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଶୋକ ସମ୍ରାଟ ମ୍ୟାନେଜର ଜଗତ ଜୀବନ ପଣ୍ଡା କହଛନ୍ତି ଯେ, ଏହି ଘଟଣାରେ ଗିରଫ ଦୁଇ…

ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ

ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍‌ ୩୦ ରଖାଯାଇଛି…

ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅନନ୍ୟା ଅବସ୍ଥୀ

ଭୁବନେଶ୍ୱର: ଓଡ଼ିଶା ରାଜଭବନ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥୀ ରାଜ୍ୟପାଳଙ୍କ ଏଡିସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହ ସେ ଓଡ଼ିଶାର ପ୍ରଥମ ମହିଳା ପୋଲିସ ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହୋଇଛନ୍ତି।…

ଭତ୍ତା ବଣ୍ଟନରେ ବିଭ୍ରାଟକୁ ନେଇ ବଢୁଛି ରାଜନୀତି: ସରକାରଙ୍କୁ ଟାର୍ଗେଟ କଲା ବିଜେଡି, ସଫ୍ଟୱେର ଅପଡେଟ୍ କାରଣ…

ଭୁବନେଶ୍ୱର: ରାଜ୍ୟରେ ବାର୍ଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି…