Latest Odisha News

BREAKING NEWS

Yearly Archives

2026

ରାୟଗଡ଼ା ଭିଡ଼ ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ୍ ଦାଖଲ କରାଯାଉ: ମହିଳା କମିଶନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧୀନ ସାଇନଗରରେ ୨ ସ୍ୱେଚ୍ଛାସେବୀଙ୍କୁ ଆକ୍ରମଣ ଓ ଭିଡ଼ ହିଂସା ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ମହିଳା କମିଶନ । ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ ପାଇଁ ଏସପିଙ୍କୁ ଦେଲେ ନିର୍ଦ୍ଦେଶ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଏହି…

ଭିଡ଼ ହିଂସା; ଫଟୋ ନ ଉଠାଇ ସାହାଯ୍ୟ କରନ୍ତୁ: CAW ଏଡିଜି ଏସ୍ ସାଇନି

ଭୁବନେଶ୍ୱର: ରାୟଗଡ଼ା ଭିଡ଼ ହିଂସା ଘଟଣାରେ ଏଯାବତ ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଉକ୍ତ ଯୁବତୀଙ୍କ ସହ ହୋଇଥିବା ବ୍ୟବହାରକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି CAW ଏଡିଜି ଏସ୍ ସାଇନି। ଏଥିସହିତ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ…

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା; କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ଘଟଣା । ବିଜେଡି ସହ କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା ।…

ରାମ ମନ୍ଦିର ଦାନ ଦକ୍ଷିଣା ଚୋରି ବିବାଦ: ଦାନ ଗଣନାରୁ ହଟିଲେ ୪୦ କର୍ମଚାରୀ, ନୂଆ ଦଳକୁ ମିଳିଲା ଦାୟିତ୍ୱ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଦକ୍ଷିଣା ଗଣନା ଏବଂ ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ଏକ ବଡ଼ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଦାନ ଗଣନାରେ ଜଡିତ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି ଏବଂ ବ୍ୟାଙ୍କ ଏବଂ ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ନୂତନ ଗଣନା…

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିଆପାଲୟମରେ ଗ୍ୟାସ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତ ଶ୍ରମିକଙ୍କ ଶୀଘ୍ର ଆରୋଗ୍ୟ…

ଦାବି ପୂରଣ ପାଇଁ ରାଜଧାନୀରେ ଗର୍ଜିଲେ ‘ସ୍ୱାସ୍ଥ୍ୟ ମିତ୍ର’ କର୍ମଚାରୀ: ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ

ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ବନ୍ଧୀୟ ଦାବିକୁ ନେଇ ପୁଣି ଥରେ ଆନ୍ଦୋଳନ ମୁହାଁ ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ କର୍ମଚାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବିଭିନ୍ନ ସରକାରୀ ଓ ସୂଚୀଭୁକ୍ତ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ…

୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଆସିଲା ବଡ଼ ଖବର

ଭୁବନେଶ୍ୱର: ପେଟ ପାଟଣା ପାଇଁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ସାଜିଲା କାଳ। ତିରୁଭାଲୁର ଜିଲ୍ଲାର ଏକ ବେସରକାରୀ ସୀ-ଫୁଡ୍ ରଖାନାରେ ହୋଇଥିବା ଭୟାବହ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମହିଳା ଶ୍ରମିକ…

ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କୁ ବିହାରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁରୁଣା ବିବାଦକୁ ନେଇ କେହି ଧାରୁଆ ଅସ୍ତ୍ରରେ…

ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ସ୍ପେନ ତାର ଦ୍ୱିତୀୟ ମ୍ୟାଚରେ ସାଉଦି ଆରବକୁ ୪-୦ ଗୋଲରେ ପରାସ୍ତ କରିଛି । ସ୍ପେନର ଲ୍ୟାମିନ ୟନାଲ ୧୦ମ ମିନିଟରେ ଗୋଲ ସ୍କୋର କରିଥିଲେ । ୨୦୦୬ରେ ଆର୍ଜେଂଟିନାର ଲିଓନେଲ ମେସୀ ୧୮ ବର୍ଷ ବୟସରେ ପ୍ରଥମ ବିଶ୍ୱକପ ଖେଳିଥିଲେ । ସେ ସମୟରେ ସେ କମ ବୟସରେ…

ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି: ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଧୁମ୍ରପାନ କଲେ ଜରିମାନା

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି। ଏଣିକି ଟ୍ରେନରେ ଧୁମ୍ରପାନ କଲେ କିମ୍ବା କାହାକୁ ଗାଳିଗୁଳଜ କି ଭିକ୍ଷାବୃତ୍ତି କଲେ, ଦେବାକୁ ପଡ଼ିବ ଭାରି ଜରିମାନା। ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର। ଅଧିନିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମହାମହିମ…