Latest Odisha News

BREAKING NEWS

Yearly Archives

2026

Aamir Khan 3rd marriage: ୩ୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଖାନ୍, ପ୍ରିୟଜନଙ୍କ ଗହଣରେ ଗୌରୀ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଏବେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିର ଖାନ ଓ ଗୌରୀ ସ୍ପ୍ରାଟ୍ ଶନିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଆମିରଙ୍କ ବାସଭବନରେ ଏକ ନିଜସ୍ୱ ଓ ସରଳ ସମାରୋହରେ ବିବାହ ସମ୍ପନ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦିନ…

ଓଡ଼ିଶା ଉପକୂଳ ମୁହାଁ ଭୟଙ୍କର ‘ଅବପାତ’: ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ, ୫ ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା…

ଭୁବନେଶ୍ୱର: ରାଜ୍ୟରେ ପ୍ରଳୟଙ୍କରୀ ରୂପ ନେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସଦୃଶ ସ୍ଥିତି। ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅଧିକ ଘନୀଭୂତ ହୋଇ ‘ଅବପାତ’ ରୂପ ଧାରଣ କରି ସାରିଛି। ଏହା ସିଧାସଳଖ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟର…

ଭିଜିଲାନ୍ସ ଜାଲରେ ସରପଞ୍ଚ; ୨୦ ହଜାର ଲାଞ୍ଚ ନେଇ ଫସିଲେ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରବିବାର ଦିନ ଜଣେ ସରପଞ୍ଚଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମନା ଗ୍ରାମ ପଞ୍ଚାୟତର…

ପ୍ରବଳ ବର୍ଷା ହେଲା କାଳ; ଘର ଭୁଶୁଡ଼ି ସ୍ବାମୀ ମୃତ,ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର:ଆକ୍ସନ ମୋଡରେ ରାଇରଙ୍ଗପୁର ପୋଲିସ ଜିଲ୍ଲା। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଲେ ବହଳଦା ପୋଲିସ। ତେବେ କେନ୍ଦୁଝର ଏସପିଙ୍କ ଠାରୁ ଖବର ପାଇ ବହଳଦା ପୋଲିସ ଗାଡି ପାଟ୍ରଲିଂ କରୁଥିବା ସମୟରେ ଏକ ଗାଡିରୁ ୩ ଜଣ…

Rath Yatra: ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଦିଆଯିବ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

Border Air Drill: ପାକିସ୍ତାନ ସୀମାରେ ଗର୍ଜିବ ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ରାଫେଲ ଓ ସୁଖୋଇ! ମହାଯୁଦ୍ଧାଭ୍ୟାସରେ ଆକ୍ସନ୍‌ ମୋଡ୍‌ରେ ଭାରତୀୟ ବାୟୁସେନା 'ଅପରେସନ୍ ସିନ୍ଦୂର' ପରେ ପୁଣି ଆକ୍ସନ୍ ମୋଡ୍‌ରେ ଭାରତୀୟ ବାୟୁସେନା। ପାକିସ୍ତାନ ସୀମାରେ ୪ ଦିନ ଧରି ଗର୍ଜିବ ରାଫେଲ, ସୁଖୋଇ ସମେତ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଏଥିପାଇଁ…

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ଆକ୍ସନ୍‌ରେ ଲୋକସଭା ବାଚସ୍ପତି, ବିଦ୍ରୋହୀ ସାଂସଦଙ୍କ ଭାଗ୍ୟ ଉପରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ତୃଣମୂଳ କଂଗ୍ରେସ (TMC) ଏବଂ ଶିବସେନା (UBT)ର ବିଦ୍ରୋହୀ ସାଂସଦମାନଙ୍କ ମାମଲାରେ ବଡ଼ ନିଷ୍ପତ୍ତି ନେବେ। ଉଭୟ ଦଳ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ବିଦ୍ରୋହୀ ସାଂସଦମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ…

Shopian Encounter: ଦୁଇ ଲସ୍କର ଆତଙ୍କବାଦୀ ନିହତ; ପହଲଗାମ ଆକ୍ରମଣ ପରେ ପ୍ରସ୍ତୁତ ହୋଇଥିବା ହିଟ୍ ଲିଷ୍ଟରେ ଥିଲା…

ଶ୍ରୀନଗର:ଶନିବାର ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଚାନପୋରା ଗାଁ, ସୈଦପୋରା-ପିନ୍ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୋଲିସ୍ ଓ ସେନାଙ୍କୁ ବିଶେଷ…

Nepali ID Fraud: ନେପାଳୀ ନେଉଥିଲେ ଭାରତରେ ସରକାରୀ ଯୋଜନାର ଲାଭ, ଆଧାର-ଭୋଟର କାର୍ଡ ତିଆରି କରି ଭାରତୀୟ ସାଜିଥିଲେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଳରାମପୁରର ସୀମାନ୍ତ କୋତୱାଲି ଜରୱା ଅଞ୍ଚଳରେ ଭାରତ ଏବଂ ନେପାଳ ଉଭୟର ନାଗରିକତା ଏବଂ ପରିଚୟ ପତ୍ର ରଖିବା ପାଇଁ ୨୭ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟକ୍ତିମାନେ ସରକାରୀ ଯୋଜନାର ମଧ୍ୟ ଲାଭ ଉଠାଇଥିବା…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ବ୍ୟାପକ ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ…