Latest Odisha News

BREAKING NEWS

Yearly Archives

2026

ଆଇସିସି ଡବ୍ଲ୍ୟୁଟିସି: ଏଥର ୯ ବଦଳରେ ଖେଳି ପାରନ୍ତି ୧୨ ଟିମ

ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଟିମ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଲୋଚନା ଆରମ୍ଭ ହୋଇଛି । ଆଇସିସି ୱର୍କିଂ ଗ୍ରୁପ ୯ ବଦଳରେ ୧୨ଟିମ ଖେଳାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯଦି ଏହା ହୁଏ ତେବେ ଜିମ୍ବାୱେ, ଆୟର୍ଲାଣ୍ଡ ଓ ଆଫଗାନିସ୍ତାନ ଟିମକୁ ସୁଯୋଗ ମିଳିବ । ଆଇସିସି…

ଭୁଶୁଡି ପଡିଲା ନିର୍ମାଣାଧୀନ କାନ୍ଥ, ଚାଲିଗଲା ଶ୍ରମିକଙ୍କ ଜୀବନ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ୍ ରେ ଅଘଟଣ । ନିର୍ମାଣାଧୀନ କାନ୍ଥ ପଡିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ପରିଚୟ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ପୁରୀ ଚକ୍ରତୀର୍ଥ…

ଓଏମ୍‌ସିର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଖଣି ନିଗମ ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହିତ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ…

ରବିବାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ। ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ସାଧାରଣ ଯାତ୍ରୀବାହୀ ବିମାନରେ ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ…

ସୁପରଷ୍ଟାର କଲଚରକୁ ନେଇ ମୁହାଁମୁହିଁ ହେଲେ ଡ୍ରାଭିଡ-ଗମ୍ଭୀର

ନୂଆଦିଲ୍ଲୀ: ସୁପରଷ୍ଟାର କଲଚରକୁ ନେଇ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରାହୁଲ ଡ୍ରାଭିଡ ଓ ଗୌତମ ଗମ୍ଭୀର ମୁହାଁ ମୁହିଁ ହୋଇଛନ୍ତି । ଟିମ ଇଣ୍ଡିଆ କୋଚ ଗମ୍ଭୀର ଏହି କଲଚରକୁ ଶେଷ କରିବା ପାଇଁ ଜୋର ଦେଉଛନ୍ତି । ତେବେ ଏହାକୁ ଡ୍ରାଭିଡ ବିରୋଧ କରିଛନ୍ତି । ପ୍ରତ୍ୟେକ ଖେଳ ନିଜର ହୀରୋ…

ପ୍ଲେ ଷ୍ଟୋରରୁ ହଟିବ ଉବର, ଓଲା ଭଳି ଆପ୍, ସରକାର ଦେଲେ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରରେ ବେଆଇନ ବାଇକ୍-ଟ୍ୟାକ୍ସି ସେବା ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ସାଇବର ବିଭାଗ ଆପଲ୍ ଏବଂ ଗୁଗୁଲ୍‌କୁ ଉବର, ଓଲା ଏବଂ ରାପିଡୋ ଭଳି ଆପ୍‌ଗୁଡ଼ିକୁ ଆପ୍ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ୧୫ ମେ ରେ…

Shikar Teaser Released: ଅମ୍ଲାନ ଏଲିନାଙ୍କ ‘ଶିକାର’ଟିଜର ରିଲିଜ; ରଜରେ ଆସୁଛି ଏହି ସସପେନ୍ସରେ ଭରା…

ଭୁବନେଶ୍ବର: ଓଡ଼ିଆ ଫିଲ୍ମ 'ଶିକାର' ଟିଜର ହେଲା ରିଲିଜ । ନିର୍ମାତା ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ରଜ ଅବସରରରେ ଜୁନ ୧୨ରେ ଏହି ଫିଲ୍ମ ପରଦାକୁ ଆସିବ । ଏହି ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମ୍ଲାନ ଦାସ । ୧ ମିନିଟ୍ ୨୮ ସେକେଣ୍ଡର ଟିଜର…

CBSE ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଅନ୍ତର୍ଗତ ୯ମ ଏବଂ ୧୦ମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ଅନୁଯାୟୀ, ଜୁଲାଇ ୧, ୨୦୨୬ ଠାରୁ ୯ମ ଶ୍ରେଣୀରେ…

ବ୍ରଶ୍ କରିବା ପରେ ମଧ୍ୟ କାହିଁକି ଦାନ୍ତ କ୍ଷୟ ହୁଏ? ପ୍ରକୃତ କାରଣ ଜାଣନ୍ତୁ…

ଭୁବନେଶ୍ବର: ପ୍ରତିଦିନ ଦାନ୍ତ ଘଷିଲେ ମଧ୍ୟ କିଛିଜଣଙ୍କ ଦାନ୍ତ କ୍ଷୟ ହୋଇଥାଏ । ତେବେ ଆପଣ ଏହାର କାରଣ ଜାଣିଛନ୍ତି କି ? କାରଣ ଦାନ୍ତ ଘଷିବା ଦ୍ଵାରା କ୍ୟାବିଟି ହେବ ନାହିଁ ବୋଲି ନିଶ୍ଚିତ ନୁହେଁ। ଏହା ସହିତ ଆହୁରି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କ୍ୟାବିଟି କାହିଁକି…

ଚମ୍ପକକୁ ନେଇ ଅସନ୍ତୁଷ୍ଟ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଚଳିତ ଆଇପିଏଲରେ ସେ ଶତକ ମାରିବା ସହ ଟପ ସ୍କୋରର ଦୌଡରେ ରହିଛନ୍ତି । ଏକ ସାକ୍ଷାତକାରରେ କୋହଲି କିନ୍ତୁ ଚମ୍ପକ ଉପରେ ଅସନ୍ତୁଷ୍ଟ ଥିବା କହିଛନ୍ତି । ଆପଣମାନେ ଭାବୁଥିଲେ ଏହି ଚମ୍ପକ କିଏ ?…