Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ…
ନୂଆଦିଲ୍ଲୀ:ଫେଲ୍ ମାରିଲା ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍ । ଲୋକସଭାରେ ଫେଲ୍ ମାରିଛି ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ସଂଶୋଧନ ବିଲ୍। ଏହାପରେ ଅମିତ ଶାହ କହିଛନ୍ତି, "ଆଜି ଲୋକସଭା ଏକ ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ଦେଖିଲା। ନାରୀ ଶକ୍ତି ବନ୍ଦନା ଆଇନ ପାଇଁ ଆବଶ୍ୟକ ସମ୍ବିଧାନ…