Latest Odisha News

BREAKING NEWS

Yearly Archives

2026

ନୟାଗଡ଼ରେ ରକ୍ତରଞ୍ଜିତ ହୋଇଛି ରାଜରାସ୍ତା: ଅମାନୁଷିକ ଭାବେ ଯୁବକକୁ ହତ୍ୟା

ନୟାଗଡ଼: ନୟାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ଦିନ ଦି'ପହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ…

ଆସୁଛି ଲଘୁଚାପ, ବଦଳିବ ପାଗ: ଓଡ଼ିଶା ସମେତ ଦକ୍ଷିଣ ଭାରତ ପାଇଁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଗାଣ ଖରା ଓ ଗୁଳୁଗୁଳିରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପାଗରେ ହେବାକୁ ଥିବା ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ…

ସାରା ବିଶ୍ୱରେ ଇଣ୍ଟରନେଟ୍ ବନ୍ଦ କରିଦେବ କି ଇରାନ? ହର୍ମୁଜରେ କେବୁଲଗୁଡ଼ିକୁ ନିୟନ୍ତ୍ରଣ ସହ ଟିକସ ଆଦାୟ କରିବାର…

ନୂଆଦିଲ୍ଲୀ: ଇରାନ ଏବେ ଉପସାଗର ଦେଇ ଯାଉଥିବା ୭ଟି ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲକୁ ନିୟନ୍ତ୍ରଣ କରି ଆମେରିକାର ହର୍ମୁଜ୍ ପ୍ରଣାଳୀ ଅବରୋଧର ପ୍ରତିଶୋଧ ନେବ । ଇରାନ ତେଲ ପରିବହନକୁ ଅବରୋଧ କରିବାର ନୀତିକୁ ବିସ୍ତାର କରିଛି । ପ୍ରସ୍ତାବିତ ନୀତି ଅନୁଯାୟୀ, ବିଦେଶୀ ଅପରେଟରମାନଙ୍କୁ ଏବେ…

ଲ୍ୟାଣ୍ଡିଙ୍ଗ ବେଳେ ବିମାନରେ ଅଗ୍ନିକାଣ୍ଡ; ଫ୍ଲାଇଟରେ ଥିଲେ ୨୭୮ ଯାତ୍ରୀ

ନୂଆଦିଲ୍ଲୀ: ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନ ଅବତରଣ କରିବା ମାତ୍ରେ ଟାୟାରରେ ନିଆଁ ଲାଗିଯାଇଥିଲା। ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳେ ବିମାନଟି ଅବତରଣ କରିଥିଲା। ନିକଟରେ ଠିଆ…

ତେଲ ରଖିବାକୁ ଇରାନ ପାଖରେ ଯାଗା ନାହିଁ; ସମୁଦ୍ରରେ ଫିଙ୍ଗୁଛି, ସାଟେଲାଇଟ ଚିତ୍ର…

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ଆଜି ପୁଣି ଥରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ଶାନ୍ତି ପ୍ରସ୍ତାବ ଉପରେ ସହମତି ହୋଇପାରୁନାହିଁ। ଯାହା ଫଳରେ ପଶ୍ଚିମ ଏସିଆରେ ଗତ ୧୦ ସପ୍ତାହ ଧରି ଚାଲିଥିବା ସଂଘର୍ଷର ତୁରନ୍ତ ଅନ୍ତ ହେବାର ଆଶାକୁ…

ଥାଲାପତି ବିଜୟଙ୍କ ସହ ରାହୁଲ ଗାନ୍ଧୀ ସେୟାର କରିଥିବା ଇନଷ୍ଟା ରିଲକୁ ବ୍ଲକ କଲା ମେଟା, କଂଗ୍ରେସ କଲା ଏହି…

ନୂଆଦିଲ୍ଲୀ: ବିଜୟ ଥାଲାପଥୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାମିଲନାଡୁ ଆସିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଷ୍ଟେଜରେ ଏକ ରିଲ୍ ତିଆରି କରିଥିଲେ ଟିଭିକେ ମୁଖ୍ୟ । କଂଗ୍ରେସ ଦଳ ଦାବି କରିଛି ଯେ ଆଇବି ମନ୍ତ୍ରଣାଳୟର ନିୟମାବଳୀ ଯୋଗୁଁ ଇନଷ୍ଟାଗ୍ରାମ ବିଜୟ ଏବଂ ରାହୁଲ ଗାନ୍ଧୀଙ୍କ…

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ; ଆଜି ଏସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା..

ଭୁବନେଶ୍ବର: ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ…

ଆକ୍ସନ ମୋଡରେ କମିଶନରେଟ ପୋଲିସ: ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ

ଭୁବନେଶ୍ବର: ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ନାଇଟ ଅପରେସନ ଆରମ୍ଭ କରିଛି କମିଶନରେଟ ପୋଲିସ । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପାଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ…

ବିଜେଡିର ନାରୀ ଅଧିକାର ଅଭିଯାନ ଆରମ୍ଭ; ୨୫ ଯାଏଁ ସମସ୍ତ ନିର୍ବାଚନମଣ୍ଡଳୀରେ…

ଭୁବନେଶ୍ୱର: ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ନାରୀ ସୁରକ୍ଷା ଅଧିକାରର ଉଲ୍ଲଂଘନ, ନାରୀ ନିର୍ଯାତନା, ସାମାଜିକ ଅସୁରକ୍ଷିତା,…

କମୁଛି କି IPL ଲୋକପ୍ରିୟତା; କାହିଁକି ଏମିତି କହିଲେ ହର୍ଷ ଗୋଏଙ୍କା

ନୂଆଦିଲ୍ଲୀ: IPLର ଚୌକା ଏବଂ ଛକାର ପ୍ରବଳ ଶବ୍ଦ ମଧ୍ୟରେ କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡ଼ନ୍ତି। କିନ୍ତୁ RPG ଏଣ୍ଟରପ୍ରାଇଜେସ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଙ୍କ ସୋସିଆଲ ମିଡିଆ ପୋଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଯାହା BCCI ଠାରୁ ଫ୍ରାଞ୍ଚାଇଜ୍ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ…