ଲଟେରୀ ମାଧ୍ୟମରେ ନିର୍ଣ୍ଣୟ ହେବ ମେୟର: କଣ ରିହିଛି ପ୍ରକ୍ରିୟା, ବିଜେପି-ଶିବସେନା ମଧ୍ୟରେ କାହିଁକି ରହିଛି ବିବାଦ ?
ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନ ଶେଷ ହୋଇଛି, ଏବଂ ମୁମ୍ବାଇ ନଗର ନିଗମ (BMC) ସମେତ ଅନେକ ନଗର ନିଗମ ପାଇଁ ନୂତନ ମେୟରଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମଧ୍ୟ ଏହାର ମେୟର ଚୟନ ପ୍ରକ୍ରିୟାରେ ନିୟୋଜିତ। ନୂତନ!--StartFragment>…