MS Dhoni Retirement: ଚେପକରେ ଥାଲାଙ୍କ ବିଦାୟ?
ଚେନ୍ନାଇ: ଶେଷ ହେଲା କି ମାହି ଯୁଗ?
ଅବସର ନେଲେ କି ମହେନ୍ଦ୍ର ସିଂ ଧୋନି?
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2026 ସମୟରେ ଚେନ୍ନାଇର ଚେପକ ଷ୍ଟାଡିୟମ (ଏମଏ ଚିଦାମ୍ବରମ ଷ୍ଟାଡିୟମ)ରେ ଯାହା ଘଟିଥିଲା ତାହା ପ୍ରତ୍ୟେକ ଥାଲା ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନକୁ ବଢାଇ ଦେଇଛି ।…