Latest Odisha News

BREAKING NEWS

କାଲି ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ  । ଏହା ଦକ୍ଷିଣ- ଦକ୍ଷିଣ ପୂର୍ବ ସାଗର ଦ୍ୱୀପ ଠାରୁ ୩୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପାରା ଠାରୁ ୪୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଏହା କ୍ରମଶଃ ତୀବ୍ର ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ।…

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଶରୀରର ଓଜନ କମ କରିବା ପାଇଁ ମଧ୍ୟ କିଛି ଲୋକ ନିୟମିତ ଭାବରେ ବ୍ୟାୟାମ କରିଥାନ୍ତି, ବିଶେଷ କରି ସକାଳେ । କିନ୍ତୁ ଖାଲି ପେଟରେ ଯଦି ଆମେ ବ୍ୟାୟାମ କରିବା ତେବେ ତାହା ଓଜନ ହ୍ରାସ କରିବା ପରିବର୍ତ୍ତେ ଏହା ଆପଣ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି…

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ ଟା…

ଭଏସ୍ ଚେଞ୍ଜ ଆପ ଦ୍ବାରା ଚାଞ୍ଚଲ୍ୟ ଖେଳାଇଲା ଯୁବକ, ୭ ଜଣଙ୍କୁ ଦୁଷ୍କର୍ମ

ସିଦ୍ଧି: ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ବର୍ବର କାଣ୍ଡ ଘଟାଇଲା । ଏଭଳି ନିନ୍ଦନୀୟ ଖବର ଆସିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରୁ । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ…

ପାଦ ରଖୁରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ‘୨୫ ବର୍ଷରେ କ’ଣ କରିଛନ୍ତି ନବୀନ? କୁହନ୍ତୁ’..

ଆଳି: ଗୋଟେ ପଟେ ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଉ ଗୋଟେ ପଟେ ଓଡିଶାରେ ରଣହୁଙ୍କାର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଥମେ ପାରଦୀପ ଆଉ ତାପରେ କେନ୍ଦ୍ରାପଡା, ନିଜର ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ପୂରା ଫାୟାର । ୨୫ ବର୍ଷ ଶାସନରେ ରାଜ୍ୟ ସରକାର…

‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’

ପାରାଦୀପ :‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’। ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଛନ୍ତି । କିଛି ଏମିତି କହି ପାରାଦୀପ କୁଜଙ୍ଗ ସଭାରେ ବିଜେଡି ସରକାର ଉପରେ ସିଧା ହମଲା କରିଛନ୍ତି  ସ୍ମୃତି ଈରାନୀ । ଆଜି ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ରିୟ ମନ୍ତ୍ରୀ…

ପରିବାର ସହ ଭୋଟ ଦେଲେ କେଜ୍ରିଓ୍ବାଲ, କହିଲେ, ଏକଛତ୍ରବାଦତାକୁ ହଟାଇବାକୁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିଛନ୍ତି ବହୁ ମାନ୍ୟଗଣ ବ୍ୟକ୍ତି । ଏହାରି ଭିତରେ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳୀରୁ ନିଜର ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।…

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ୬ ଗୁରୁତର

ରାଇପୁର: ଛତିଶଗଡର ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବେମେତରା ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଥିବା ବୋରସି ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।  ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ…

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧…