ପରିବାର ସହ ଭୋଟ ଦେଲେ କେଜ୍ରିଓ୍ବାଲ, କହିଲେ, ଏକଛତ୍ରବାଦତାକୁ ହଟାଇବାକୁ ଚାଲିଛି ମତଦାନ
ନୂଆଦିଲ୍ଲୀ: ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିଛନ୍ତି ବହୁ ମାନ୍ୟଗଣ ବ୍ୟକ୍ତି । ଏହାରି ଭିତରେ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳୀରୁ ନିଜର ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।…