ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ
ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ । ଡିଆରଜି, ସିଆରପିଏଫ ୨୨୯ ଓ କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ ।
ସୂଚନା ଅନୁସାରେ, ଗତକାଲି…