Latest Odisha News

BREAKING NEWS

ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି ସେଇଠି ଭୋଟ୍ ଦେବେ ପୋଲିଂ କର୍ମଚାରୀ

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ…

ଗୋଟେ ବେଳର ଖାଦ୍ୟ, କିନ୍ତୁ ବିଲ୍ ୯୦ ଲକ୍ଷର

ନୂଆଦିଲ୍ଲୀ: ସାଲ୍ଟ ବେଈ ନାମରେ ବେଶ୍ ଜଣାଶୁଣା ତୁ୍ର୍କୀର ସେଫ୍ ନୁସରତ ଗୋକ୍ସେ ସୋସିଆଲ ମିଡିଆରେ ଏକ ଖାଦ୍ୟର ବିଲ୍ ର ଭିଡିଓ ସେୟାର କରିଛନ୍ତି । ସେହି ବିଲ୍ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଭାବୁଥିବେ ଖାଦ୍ୟର ବିଲ୍…

ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ଯୋଗେ ସ୍ୱାସ୍ଥ୍ୟସେବା । ରୋଗୀଙ୍କ ପାଖରେ ପହଞ୍ଚିବ ମେଡିକାଲ ସୁବିଧା । ଗତ ମଙ୍ଗଳବାର ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟ୍ ରେ ବ୍ଲଡ ସାମ୍ପଲ ପହଞ୍ଚାଇ ସଫଳତାର ସହ ଏହାର ଟ୍ରାଏଲ…

ପୁଣି ଏକାଠି ବଡ ପରଦାରେ ନଜର ଆସିବେ ସନ୍ନି ଦେଓଲ ଓ ପ୍ରୀତି ଜିଣ୍ଟା, ଏହି ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ବାଇ: ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତାମାନଙ୍କ ମଧ୍ୟରୁ ସନ୍ନି ଦେଓଲ୍ ଏକ । ଗତବର୍ଷ ମୁକ୍ତିଲାଭ କରିଥିବା ସନ୍ନିଙ୍କ ଅଭିନୀତ ଫିଲ୍ମ 'ଗଦର ୨' କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ତାଙ୍କର ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାହୋର: ୧୯୪୭' ପାଇଁ ଏବେଠୁ ସେ ଚର୍ଚ୍ଚାରେ ।…

ମେରୀ କମଙ୍କ ଅବସର ବିବାଦ: କେତେବେଳେ ହଁ ତ କେବେ ନାଁ

ନୂଆଦିଲ୍ଲୀ: ବୁଧବାର ଭାରତର ମହାନ ମହିଳା ବକ୍ସର ହଠାତ ବକ୍ସିଂରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ତେବେ ପୁନର୍ବାର ତାଙ୍କର ଆଉ ଏକ ବୟାନ କ୍ରୀଡାପ୍ରେମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ସେ କହିଛନ୍ତି ମୁଁ ଅବସର ଘୋଷଣା କରି ନାହିଁ । ଯେବେ ମୁଁ ଅବସର ଘୋଷଣା…

ଆଜି ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି, ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଇମାନୁଏଲ ମାକ୍ରନ । ଆଜି ରାଜସ୍ଥାନରେ ପହଞ୍ଚିବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର…

ଧରା ପଡିଲେ ଜମତାରା ଗ୍ୟାଙ୍ଗ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସର ବଡ ସଫଳତା । ସାଇବର କ୍ରାଇମ ପାଇଁ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଦ୍ଧ୍ଵ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍…

କ୍ଷୁଦ୍ରତମ ରାମ ମନ୍ଦିର କଲେ ଉଦୟପୁରର କଳାକାର

ଉଦୟପୁର: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ଏଥିନେଇ ଭାରତ ରାମମୟ ହୋଇ ଉଠିଛି । ଯିଏ ଯାହାର ଶୈଳୀରେ ଏହି ଉତ୍ସବ ମନେଇବାରେ ବ୍ୟସ୍ତ । ଉଦୟପୁରର ପୀୟୁଷ ପ୍ରତାପ ସିଂ ଗହମଠାରୁ କ୍ଷୁଦ୍ର ରାମ ମନ୍ଦିର କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଓଜନ ୦.୦୨୦…

ସାଧାରଣତନ୍ତ୍ର ଦିବସରେ ଦୁଇ ଓଡିଆଙ୍କୁ ମିଳିବ ରାଷ୍ଟ୍ରପତି ପୁରଷ୍କାର

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଗତକାଲି ୭୫ତମ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ, ଅଗ୍ନିଶମ,…

ଆସନ୍ତାକାଲିଠୁ ପାଗ ବଦଳିବ, ୩୧ ଯାଏଁ ରାଜ୍ୟରେ ଜାରି ରହିବ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ

ଭୁବନେଶ୍ବର: ରାଜ୍ୟରେ ଏବେ ବର୍ଷା ସାଙ୍ଗକୁ ଲାଗି ରହିଛି କୋହଲା ପାଗ । ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବର୍ତ୍ତମାନ ସମୟରେ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଶୀତରେ ଥରୁଛି ଦକ୍ଷିଣ ଓଡ଼ିଶା । ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ…