Latest Odisha News

BREAKING NEWS

‘ବିବାହ ପରେ ପୁରୁଷ ପ୍ରତି ରାତିରେ….’ ବିଧାନସଭାରେ ଏମିତି କ‘ଣ କହିଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାରରେ ଜାତି ଆଧାରିତ ସର୍ଭେ ନେଇ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବୟାନକୁ ନେଇ ହଙ୍ଗମା ସୃଷ୍ଟି ହୋଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହିଳାଙ୍କ ଶିକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଏପରି କିଛି ବୟାନ ଦେଇ ବୁଝାଇବାକୁ ଯାଉଥିଲେ…

ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ, ସମସ୍ୟା ଭୋଗୁଛନ୍ତି ଲୋକେ

ନୂଆପଡା: ଇଏ ହେଉଛି କଳାହାଣ୍ଡି ରୁ ଖଡ଼ିଆଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ । ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାର ଅବସ୍ଥା ଏପରି ଯେ ଡରି ଡରି ଯାତାୟତ କରୁଛନ୍ତି ଲୋକେ । ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିଲାଣି । କିନ୍ତୁ ରାସ୍ତା ମରାମତିର ନାଁ ନେଉନି ପ୍ରଶାସନ । ଜାଣି…

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ଗାଡି ଦୁର୍ଘଟଣାଗସ୍ତ, ଜଣେ ବାଇକ ଚାଳକ ମୃତ

ଭୋପାଳ: ମଧ୍ୟପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ଗାଡି ଦୁର୍ଘଟଣାଗସ୍ତ । ଏକ ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ହୋଇଛି । ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ, ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାରେ କେନ୍ଦ୍ରମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।…

ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ନଦୀରେ ବୁଡିଗଲେ ନାବାଳକ

ଯାଜପୁର : ଯାଜପୁର ସଦର ଥାନା ବୈତରଣୀ ନଦୀ ଶାଖା ବୁଢାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇ ଜଣେ ନାବଳକର ମୃତ୍ୟୁ ଘଟିଛି  । ମୃତକ ସାନସୁଆର ଅଞ୍ଚଳର ଲିପୁନ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିପୁନ୍ ଲକ୍ଷ୍ମୀ ପୂଜା ଦେଖିବାକୁ ତାର ମାଉସୀ ଘରକୁ…

ପ୍ୟାରିସ ବିମାନ ବନ୍ଦରରେ ନମାଜ ପଡିଲେ ଲୋକେ: ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା

ପ୍ୟାରିସ:ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଚାର୍ଲସ ଡି ଗାଲ ବିମାନ ବନ୍ଦରରେ ମୁସଲିମ ସଂପ୍ରଦାୟର ଲୋକେ ପଢିଲେ ନମାଜ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଫଟୋ ଦେଖିବା ପରେ  ବଢିଲା ବିବାଦ । ବିବାଦ ଉଗ୍ର ରୂପ ନେଉଥିବା ଦେଖି ବିମାନବନ୍ଦର ପରିଚାଳନା ଦାୟିତ୍ୱରେ…

ଡନ ୩ରେ ପ୍ରିୟଙ୍କାଙ୍କ ଏଂଟ୍ରି

ମୁମ୍ବାଇ: ଡନ ଫ୍ରାଂଚାଇଜର ତୃତୀୟ ସଂସ୍କରଣ ପାଇଁ ମେକର୍ସଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂ ଡନ ଭୂମିକାରେ ଅବତୀର୍ଣ୍ଣ ହେବେ । ସ୍ପଟବୟ ରିପୋର୍ଟ ଅନୁସାରେ ଡନ ୩ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ । ୨୦୦୬ ଓ ୨୦୧୧ ସଂସ୍କରଣରେ…

ଏମସିଡି କର୍ମଚାରୀଙ୍କୁ କେଜ୍ରିଓ୍ୱାଲଙ୍କ ଦୀପାବଳୀ ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି (MCD) କର୍ମଚାରୀଙ୍କୁ ଭେଟି ଦେବାକୁ ନିଷ୍ପତ୍ତି । ସିଏମ କେଜ୍ରିୱାଲ ନିଜେ ଆଜି ଲାଇଭ୍ ଆସି କର୍ମଚାରୀମାନଙ୍କୁ ବୋନସ୍ ଦେବାକୁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମ୍ୟୁନିସିପାଲିଟି…

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ  ବନ୍ଧୁକ ଦେଖାଇ ତାଙ୍କଠାରୁ…

ବାଜି ଲଗେଇ ଗୁଲୁଗୁଲା ଖାଇଲେ, ଜୀବନ ହାରିଲେ

ବାରିପଦା:ଖାଇବା ପ୍ରତିଯୋଗିତାରେ ଭାଗ ନେବା ହେଲା କାଳ । ଅଧିକ ଖାଇ ପ୍ରତିଯୋଗିତା ଜିତିବା ଆଶାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଗତ ରବିବାର ଦିନ ମୋରଡା ବ୍ଲକର ଦାନ୍ତିଆମୁହାଁ  ଗାଁରେ ଗୁଲୁଗୁଲା ଖାଇବା ପ୍ରତିଯୋଗିତା ଚାଲିଥିଲା। ଏହି…

ବିଶ୍ୱ କର୍କଟ ସଚେତନତା ଦିବସରେ ବରଗଡରେ ସ୍ଵତନ୍ତ୍ର ରାଲି

ବରଗଡ: ଆଜି ବିଶ୍ୱ କର୍କଟ ସଚେତନତା ଦିବସ । ଏହି ଦିବସ ଉପଲକ୍ଷେ ବରଗଡ ଗଙ୍ଗାଧର ନଗର ସ୍ଥିତ ଏ. ଇ. ଏମ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆନୁକୁଲ୍ୟରେ ଫାଇଟର ଗ୍ରୁପ ବରଗଡ଼ ସହାୟତାରେ କ୍ୟାନ୍ସର ସଚେତନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାକୁ ବରଗଡ଼ର ମାନନୀୟ ବିଧାୟକ ଶ୍ରୀ ଦେବେଶ…