ପ୍ରଭାସ ଅଭିନୀତ ସାଲାର ଫିଲ୍ମର ଘୁଂଚିଲା ରିଲିଜ ତାରିଖ
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଭିନୀତ ସାଲାର ଫିଲ୍ମର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ଏହା ପ୍ରଥମେ ସେପ୍ଟମ୍ବର ୨୮ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ପୋଷ୍ଟ ପ୍ରଡକ୍ସନ କାମ ବାକିଥିବାରୁ ମେକର୍ସ ବାଧ୍ୟ ହୋଇ ଏହି ନିଷ୍ପତି ନେଇଥିବା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି ।…