Latest Odisha News

BREAKING NEWS

ପିଛା ଛାଡୁନି ଦୁର୍ଘଟଣା: ପୁଣି ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ

ଆଠଗଡ଼: କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ। ପୁଣି ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ରାଧାକିଶୋରପୁର ରେଳ ଷ୍ଟେସନ ନିକଟରେ। କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯିବା ପରେ  ୱାଗନ୍‌ରେ ଥିବା କୋଇଲା ଜଳିବାକୁ ଲାଗିଲା । ଫଳରେ ଧୂଆଁମୟ ହୋଇଗଲା ପରିବେଶ । ଘଟଣାସ୍ଥଳରେ ଅଗ୍ନିଶମ…

୪ ମହଲା ବାଲକୋନିରୁ ଖସିପଡିଲା କୁନିଝିଅ; ପଡିଲା ତଳେ ବସିଥିବା ପଡାେଶୀଙ୍କ କୋଳରେ

ମୁମ୍ବାଇ:ଆଶ୍ଚର୍ଯ୍ୟ ଘଟଣା । ଶୁଣିଲେ ବିଶ୍ୱାସ ହେବନି । ବାରମ୍ବାର ଗୋଟିଏ ପ୍ରଶ୍ନ ଆସିବ ମନକୁ ।  ସତରେ କାହାଣୀ, ଫିଲ୍ମରେ ପଢିଥିବା, ଦେଖିଥିବା ଘଟଣା ଏମିତି ବି ସତ ହୁଏ ! ସତରେ କ’ଣ ଏହା ଭଗବାନଙ୍କ ଲୀଳା  ? ୪ ମହଲା କୋଠାରୁ ଖସିପଡିଲା ଶିଶୁଟିଏ । ହୁଏତ ଦେଖୁଥିବା ଲୋକଙ୍କ ଆଖି ବନ୍ଦ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି। ୪୪୪…

ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ: ଆସନ୍ତା ୪ ଦିନ ଅସମ୍ଭାଳ ହେବ ତାତି

ଭୁବନେଶ୍ୱର: ଓଡ଼ିଶାରେ ରଜ ପରେ ମୌସୁମୀ ଛୁଇଁବ। ହେଲେ ସେପର୍ଯ୍ୟନ୍ତ ରାଜ୍ୟରେ ଏମିତି ଅସହ୍ୟ ଖରା ଓ ଗୁଳୁଗୁଳି ଜାରି ରହିବ। ଜୁନ ୧୫ ତାରିଖ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟରେ…

ଶିଶୁ କବିତା : ସରସ ଲାଗୁନି ରଜ ପରବ

କୁଞ୍ଜ ବିହାରୀ ସାହୁ ବହୁ ଦିନ ପରେ ମୋ ସାନ ଭଉଣୀ ଆସୁଥିଲା ଆମ ଘର, ରେଳଗାଡ଼ିରେ ସେ ଶୋଇପଡ଼ିଥିଲା ଲାଗୁଥିଲା ଟିକେ ଜ୍ୱର । ସଞ୍ଜବେଳଟାରେ ବାହାନଗାଠାରେ ରେଳଚକା ଗଲା ଧସି, ଯାତ୍ରୀମାନେ ତହିଁ ପାଟିକରୁଥିଲେ ବଗିରେ ସଭିଏଁ ବସି । କ୍ଷଣିକ ଭିତରେ ପାଟି ଶୁଭିଲାନି ଚକାତଳେ…

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ। ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା…

କବିତା : ଅଣସର ଦର୍ଶନ

ଗଦାଧର ସାହୁ ଚାଲ ମନ ଅଲାରନାଥ ଆଣସରେଛନ୍ତି ଶ୍ରୀଜଗନ୍ନାଥ ।। ଆସିଥିଲେ ଶ୍ରୀରାମାନୁଜ ଶ୍ରୀଚୈତନ୍ୟଦେବ ଦେବେଶ, ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ । ଭକ୍ତି ପ୍ରେମେ ହୋଇଲେ ବାଇ ପାଦ ଚିହ୍ନ କଥା କହଇ, ପାଷାଣ ତରଳି ପାଣି ହୋଇଗଲା…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

ସତରେ ଗିଲ ଆଉଟ ଥିଲେ !

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଭାରତୀୟ କ୍ରିକେଟପ୍ରେମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଲାଗୁଛି ସତେ ଯେପରି ଭାରତକୁ ହରାଇବା ପାଇଁ ଏ ଭଳି ଯୋଜନା ଚାଲିଛି । ଏହା…

ତୃତୀୟ ଥର ପାଇଁ ଫ୍ରେଂଚ ଓପନ ଟାଇଟଲ ହାସଲ କଲେ ଇଗା ସ୍ୱିଟେକ

ପ୍ୟାରିସ: ପୋଲାଣ୍ଡର ଇଗା ସ୍ୱିଟେକା କ୍ୟାରିୟରରେ ତୃତୀୟ ଥର ପାଇଁ ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲରେ ଇଗା ଚେକ ରିପବ୍ଲିକର ୪୩ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ୬-୨, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ । ୨୨ ବର୍ଷୀୟା…