Latest Odisha News

BREAKING NEWS

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା…

ପାକିସ୍ତାନ ଖେଳାଳିଙ୍କ ଚାଂଚଲ୍ୟକର ଖୁଲାସା, ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ କରିଛି ବଲ ଟ୍ୟାମ୍ପରିଂ

ଲଣ୍ଡନ: ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଟିମ ଇଣ୍ଡିଆ ବିପଦରେ ପଡିଛି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବୋଲର ବଲ ଟ୍ୟାମ୍ପିରିଂ କରିଥିବା ପାକିସ୍ତାନର ପୂର୍ବତନ ଖେଳାଳି ବାସିତ ଅଲୀ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି । ମ୍ୟାଚର…

ରାହାନେଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଫଲୋଅନ ଏଡାଇଲା ଭାରତ

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟଶିପ ଫାଇନାଲର ତୃତୀୟ ଦିବସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରି ୧୭୫ ରନରେ ପଛୁଆ ରହିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଜିଙ୍କ୍ୟ…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ  ବ୍ରିଜଭୂଷଣ  । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି । କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ…

ସବୁ ଫଟୋ ଡିଲିଟ କରି ସୋସିଆଲ ମିଡିଆରୁ ବ୍ରେକ ନେଲେ ଅଭିନେତ୍ରୀ କାଜୋଲ

ନୂଆଦିଲ୍ଲୀ: ଡିଡିଏଲଜି, କୁଛକୁଛ ହୋତା ହେ ଏବଂ ଦିଲବାଲେ ପରି ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶଙ୍କ ମନ ଜିତିଥିବା ଅଭିନେତ୍ରୀ କାଜୋଲଙ୍କର ସୋସିଆଲ ମିଡିଆରେ ଢେର ଫ୍ୟାନ ଫଲୋଇଂ ଅଛନ୍ତି । କାଜୋଲଙ୍କର ୧୪.୫ ମିଲିଅନ ଫଲୋଅର୍ସ ଅଛନ୍ତି । ଏମାନେ କାଜଲଙ୍କ ବ୍ୟକ୍ତିଗତ ଜୀବନର ସବୁ ଖବର…

ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ଭୁବନେଶ୍ୱର: ଦୁଇ ଥରର ବିଧାୟକ । ଠିକ୍ ବର୍ଷକରେ ନବୀନ କାଢ଼ି ନେଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଅରୁଣ ସାହୁଙ୍କ ପରେ ରୋହିତ ନବୀନଙ୍କ କ୍ୟାବିନେଟରେ ସାମିଲ୍…

ଏହି ସ୍ଥାନକୁ ଗଲେ ଉପଭୋଗ କରିପାରିବେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣମାନେ ଛୁଟି ବିତେଇବା ପାଇଁ ଶିମଲା, ମନାଲୀ କିମ୍ବା ନୈନିତାଲ ଯିବାକୁ ଚିନ୍ତା କରୁଛନ୍ତି, ତେବେ ଏଥର ଏହି ସମସ୍ତ ସ୍ଥାନ ଯିବା ବିଷୟରେ ଭାବିବା ବନ୍ଦ କରି ଦିଅନ୍ତୁ। କାରଣ ଆମେ ଆପଣଙ୍କୁ କିଛି ନୂତନ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ, ଯେଉଁଠି ଗଲେ…

ବ୍ରିଜଭୂଷଣଙ୍କୁ ଧକ୍କା ଦେଇ ନିଜକୁ ଖସାଇଥିଲେ ମହିଳା ରେସଲର; ସାକ୍ଷୀ ଦେଲେ ଅନ୍ତର୍ଜାତୀୟ ରେଫରୀ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗରେ ଫସିଥିବା କୁସ୍ତିସଂଘ ଅଧ୍ୟକ୍ଷ  ତଥା ବିଜେପି ସାଂସଦ ବ୍ରିଜଭୂଷଣ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରିଜ ଭୂଷଣଙ୍କ ବିରୋଧରେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଆଜି ଏକ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଜଣେ ମହିଳା…