Latest Odisha News

BREAKING NEWS

ରାଜନୀତିରେ ‘ମୋ ଘର’, ବିଜେପି କହିଲା କେନ୍ଦ୍ର ଯୋଜନାର ନକଲ, ସରକାର କହିଲେ ଅବହେଳିତଙ୍କୁ ଗୁରୁତ୍ୱ

କଟକ: ରାଜ୍ୟ ସରକାରଙ୍କ 'ମୋ ଘର' ଯୋଜନା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ଯୋଜନାର ଏକ ନକଲ ମାତ୍ର ବୋଲି କହି ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି। ଏପରି କହି ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ…

+୨ ପରୀକ୍ଷା ଫଳ ପ୍ରକାଶ ପାଇବ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ୱର: ମେ' ୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଉଭୟ ଷ୍ଟ୍ରିମ୍ ପାଇଁ ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ…

ସାଇଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ଫାଇନାଲରେ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଗୁଜରାଟ ଟାଇଟାନ୍ସ ୨୧୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଚେନ୍ନାଇ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ଗୁଜରାଟକୁ ଆମନ୍ତ୍ରଣ କରିଥିଲେ ।…

ଆଉ ଏକ କୀର୍ତିମାନ ସ୍ଥାପନ କଲେ ଧୋନୀ

ଅହମ୍ମଦାବାଦ: କ୍ୟାପଟେନ କୁଲ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସେ ପଡିଆକୁ ଓହ୍ଲାଇବା ମାତ୍ରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଏହା…

‘ତେଲେଙ୍ଗାନା ରାଜନୀତି’, ୱାଇଏସଆର ସହ ମେଣ୍ଟ କରିବ କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନାରେ ଆସନ୍ନ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସକ ବିଆରଏସକୁ ହରାଇବାକୁ ପ୍ରମୁଖ ଶକ୍ତି ମାନେ ଲାଗି ପଡିଛନ୍ତି। ବିଜେପିଠୁ ଆରମ୍ଭ କରି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ଜିତିବାକୁ ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି। କର୍ଣ୍ଣାଟକରେ…

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ…

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ମୋଦି ବିଜେପି ଶାସିତ ରାଜ୍ୟର…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ…

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର…

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ…