Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ…

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର…

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ…

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ…

ଫ୍ୟାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ହେଙ୍ଗେଲୋରେ ହେବାକୁ ଥିବା ଫ୍ୟାନୀ ବ୍ଳାଙ୍କର୍ସ-କୋଏନ ଗେମ୍ସରୁ ଓହରି ଯାଇଛନ୍ତି । ନେଦରଲାଣ୍ଡର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ନୀରଜ ମାଂସପେଶୀଜନିତ ସମସ୍ୟାରେ…

ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ଖେଳାଇଲେ; ଖଣ୍ଡା, ତଲୱାର ଦେଖାଇ କଳା କନା ବୁଲାଇଲେ

ଭବାନୀପାଟଣା /କେସିଙ୍ଗା: ରାତି ଅଧରେ ଘରେ ପଶିଲେ । ଖଣ୍ଡ, ତଲୱାର ଦେଖାଇ ସମସ୍ତଙ୍କୁ ଚୁପ କରାଇ ଦେଲେ । ତା’ ପରେ ରଶିରେ ସମସ୍ତଙ୍କ ମୁହଁ, ଗୋଡ, ହାତ ବାନ୍ଧି ଦେଇ ଘରେ ଯାହା ଥିଲା ବୋହି ନେଲେ । ଏମିତି ଡକାୟତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ। କଳାହାଣ୍ଡି…

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ…

ପତ୍ନୀଙ୍କୁ ବାପଘର ବୁଲାଇ ନେବାକୁ ଡାକି ବାଟରେ ହତ୍ୟା; ୪ ଦିନ ପରେ ଜଙ୍ଗଲରୁ ମିଳିଲା ଶବ

ନୂଆପଡ଼ା: ବାପଘର ନେଇ ଯିବେ ବୋଲି ସୁୁଆଗରେ ପତ୍ନୀ ସୁନେଙ୍କୁ ଡାକିଥିଲେ । ପତ୍ନୀ ବି ମନଖୁସିରେ ସଜବାଜ ହୋଇ ବାହାରି ପଡିଲେ । ସ୍ୱାମୀଙ୍କ ମନରେ ଏତେ ଜଘନ୍ୟ ଚିନ୍ତାଧାରା ବୁଲୁଛି ବୋଲି ସେ ବା କାହିଁକି ଜାଣିବେ ? ସାଇକେଲରେ ସ୍ୱାମୀ-ସ୍ତ୍ରୀ ଦୁହେଁ ବାହାରି ପଡିଲେ ବାପଘର ବୁଲି । ହେଲେ…

ଦ୍ରୁତଗତିରେ ଆସୁଥିଲା କାର, ତାଳଦଣ୍ଡା କେନାଲ ଭିତରେ ପଶିଗଲା

କଟକ:କଟକ ତାଳଦଣ୍ଡା ତାଳଦଣ୍ଡା କେନାଲ ଭିତରେ ପଶିଗଲା କାର । କାରରେ ବସିଥିଲେ ୨ ଜଣ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିଲା । ମାତୃଭବନ-ନୂଆବଜାର ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ କେନାଲ…

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା…