Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଆସାମର ବିହୁ ନୃତ୍ୟ

ନୂଆଦିଲ୍ଲୀ: ଆସାମର ପାରମ୍ପାରିକ ବିହୁ ନୃତ୍ୟ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୋଟିଏ ସ୍ଥାନରେ ଏକ ସଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଏବଂ ଡ୍ରମ ବାଦକଙ୍କ ପ୍ରଦର୍ଶନ ଯୋଗୁ ଏହା ସମ୍ଭବପର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା…

‘ପ୍ଲିଜ ମୋଦିଜୀ..ଆମ ପାଇଁ ଏକ ଭଲ ସ୍କୁଲ କରିଦିଅ…‘ ଭାଇରାଲ ହେଲା କୁନି ଝିଅର ଭାବପ୍ରବଣ ଭିଡିଓ

କଠୁଆ: ସାରା ଦେଶରେ ସରକାରୀ ସ୍କୁଲର ଅବସ୍ଥା କ’ଣ ସମସ୍ତେ ଜାଣନ୍ତି । ହେଲେ ଜାଣନ୍ତିନି ନେତା, ମନ୍ତ୍ରୀ,.. । ସରକାର ଯଦିଓ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ । ସରକାରୀ ସ୍କୁଲର ଏପରି ଅବସ୍ଥା ଏବଂ ସରକାରୀ ଅବହେଳା ଏଇ…

ଦିଲ୍ଲୀରେ ଏପ୍ରିଲ ୧୫ରୁ ବନ୍ଦ ହେବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏପ୍ରିଲ ୧୫ରୁ ବିଜୁଳି ସବସିଡ ବନ୍ଦ ହୋଇପାରେ ବୋଲି ଘୋଷଣା କରିଛି । ଶକ୍ତିମନ୍ତ୍ରୀ ଆତିଶୀ କହିଛନ୍ତି ଦିଲ୍ଲୀର ୪୬ ଲକ୍ଷ ପରିବାରଙ୍କ ବିଜୁଳି ସବସିଡ ଶେଷ ହେଉଛି । ସେ ଏଥିପାଇଁ ଦିଲ୍ଲୀ ଏଲଜି ଭିକେ ସକ୍ସେନାଙ୍କୁ ପରୋକ୍ଷରେ ଦାୟର କରିଛନ୍ତି ।…

ଅସାମାଜିକ ଓ ଅପରାଧୀ ଖୋଜି ଖୋଜି ବିଜେଡିକୁ ଆସନ୍ତି-ଲେଖାଶ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ହେଉଛି ଅପରାଧୀଙ୍କ ଦଳ   । ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିଙ୍କ ଦଳ । ସମାଜରେ ଯେତେ ଅସାମାଜିକ ବ୍ୟକ୍ତି, ଅପରାଧୀ ଖୋଜି ଖୋଜି ବିଜୁ ଜନତା ଦଳକୁ ଆସନ୍ତି । ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ…

ସବୁଠାରୁ ଦାମୀ ଟି୨୦ ଲିଗ ପାଇଁ ଯୋଜନା କରୁଛି ସାଉଦି ଆରବ

ରିୟାଦ: ସାଉଦି ଆରବ ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସବୁଠାରୁ ଲୋକପ୍ରିୟ ଆଇପିଏଲର ଫ୍ରାଂଚାଇଜରଙ୍କ ସହ ମଧ୍ୟ ଯୋଗାଯୋଗ କରିବା ଆରମ୍ଭ କରାଯାଇଛି । ଫୁଟବଲ ଓ ଫର୍ମୂଲା ୱାନ ପରେ ଏବେ ସାଉଦି ଆରବର ନଜର କ୍ରିକେଟ ଉପରେ ରହିଛି ।…

ପ୍ରଥମେ ଦଳିତ ନେତାଙ୍କ ପାଦ ଛୁଇଁଲେ, ତା’ ପରେ ଗୁଳିକରି ହତ୍ୟା କଲେ

ନୂଆଦିଲ୍ଲୀ: ବିହାରରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା । ଆମ୍ବେଦକର ଜୟନ୍ତୀ  ପାଇଁ ପ୍ରସ୍ତୁତ ହେଉଥିବା ଦଳିତ ସେନାର ରାଷ୍ଟ୍ରୀୟ ସଂଗଠନ ସଚିବ ରାକେଶ ପାସବାନଙ୍କୁ ଚାରି ଜଣ ଲୋକ ଅତିର୍କିତ ଆସି ଗୁଳି କରିଥିଲେ । ଗୁଳି ମାରି ସାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା…

ପୁଅକୁ ହରାଇ ଅନୁତାପ କରୁଛି ଅତିକ; କାନ୍ଦି କାନ୍ଦି କହୁଛି, ମୋ ସଂସାର ଭାସିଗଲା…ସବୁ ଦୋଷ ମୋର..

ପ୍ରୟାଗରାଜ: ପୁଅକୁ ହରାଇବା ପରେ ଏବେ ମୁଣ୍ଡ ପିଟି କାନ୍ଦୁଛି ଅତିକ ଅହମ୍ମଦ । ନିଜ କର୍ମ ପାଇଁ ଏବେ ପସ୍ତଉଛି । ଅନୁତାପ କରୁଛି । ନିଜ ଭୁଲ ପାଇଁ ପୁଅ ମଲା ବୋଲି କହି ଅଧିର ହେଉଛି  । ହେଲେ ଚାଲିଗଲା ପୁଅ ଆଉ ଫେରିବନି  । ପୁଅକୁ ହରାଇବା ପରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ…

ଏକ୍ସପ୍ରେସ ଟ୍ରେନକୁ ବିସ୍ଫୋରକ କିଏ ଆଣିଥିଲା ! ସିସିଟିଭି ଖୋଲିବ ରହସ୍ୟ

ଭୁବନେଶ୍ୱର:ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ।  କିଏ ଆଣିଥିଲା, କେଉଁଠୁ ଉଠିଥିଲା ଓ  କାହିଁକି ଆସିଥିଲା ଜଣାପଡିନି । ଯିଏ ବି ଆଣୁ ହେଲେ ଏହି ବିସ୍ଫୋରକକୁ ଟ୍ରେନରେ ଛାଡି ପଳାଇ ଯାଇଛି । ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ସାରା ଭୁବନେଶ୍ୱର ଷ୍ଟେସନରେ ହଇଚଇ…

ତାତିରେ ଛଟପଟ ସାରା ରାଜ୍ୟ; ୨୫ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଘରୁ ବାହାରି ହେଉନି । ଆଜି ବି ୪୦ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ରାଜ୍ୟ । ଆଜି ବି ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି । ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ…